୭୯,୦୦୦ ପାର ସେନସେକ୍ସ; ସର୍ବକାଳୀନ ଉଚ୍ଚ ସ୍ତରର ନିଫ୍ଟି

ମୁମ୍ବାଇ,୨୭।୬: ନିରନ୍ତର ଚତୁର୍ଥ ଦିନ ପାଇଁ ଭାରତୀୟ ଶେୟାର ବଜାରର ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ପାର କରି ଐତିହାସିକ ସ୍ତରରେ ପହଞ୍ଚିଛି। ସେହିଭଳି ବିଏସଇ ନିଫ୍ଟି ମଧ୍ୟ ୨୩,୯୭୪.୭୦ ପଏଣ୍ଟ ଛୁଇଁଛି।

ବ୍ୟାଙ୍କ ନିଫ୍ଟି ପ୍ରଥମ ଥର ପାଇଁ ୫୩,୧୮୦.୭୫ ର ସର୍ବୋଚ୍ଚ ସ୍ତରକୁ ଛୁଇଁଛି ଏବଂ ବଜାରରେ ବ୍ୟାଙ୍କିଙ୍ଗ ଶେୟାର ଉତ୍ସାହ ବଢ଼ିବାରେ ଲାଗିଛି। ଏଥିସହିତ ବିଏସଇର ପୁଞ୍ଜି ପବଜର ୪୩୭.୮୦ ଲକ୍ଷ କୋଟିରେ ପହଞ୍ଚିଛି।

ଗୁରୁବାର ୮୪.୪୨ ପଏଣ୍ଟ କିମ୍ବା ୦.୧୧ ପ୍ରତିଶତ ବୃଦ୍ଧି ସହିତ ସେନସେକ୍ସ ୭୮,୭୫୮.୬୭ ସ୍ତରରେ ଖୋଲିଥିଲା। ଯେଉଁଠାରେ ନିଫ୍ଟି ୧୨.୭୫ ପଏଣ୍ଟ କିମ୍ବା ୨୩,୮୮୧.୫୫ ସ୍ତରରେ ଖୋଲିଥିଲା। ଘରୋଇ ଶେୟାର ବଜାର ବୃଦ୍ଧିରେ ଆରମ୍ଭ ହୋଇଥିଲା କିନ୍ତୁ ବଜାର ଖୋଲିବା ପରେ ତୁରନ୍ତ ହ୍ରାସ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଟ୍‌ନେସ୍‌ ଚ୍ୟାଲେଞ୍ଜ ଜରିଆରେ ଡକ୍ଟର୍ସ ଡେ ପାଳିତ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ କଟକ ପକ୍ଷରୁ ଜାତୀୟ ଡାକ୍ତର ଦିବସ (ଡକ୍ଟର୍ସ ଡେ)...

୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ପ୍ରତିଷ୍ଠାନ ତଥା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ସୋମବାର ୭୬ତମ...

ଜୁନ୍‌ରେ ଖସିଲା ୟୁପିଆଇ କାରବାର

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାରବାରର ପରିମାଣ ଏବଂ ମୂଲ୍ୟ ମେ’ ମାସ ତୁଳନାରେ ଜୁନରେ ସାମାନ୍ୟ ହ୍ରାସ ପାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ...

ବିଓବି କଟକ କ୍ଷେତ୍ର ପକ୍ଷରୁ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗ(ତତ୍ତ୍ବାବଧାନ)ରେ ପ୍ରସିଦ୍ଧ ହିନ୍ଦୀ କବି ନାଗାର୍ଜୁନଙ୍କ ଜନ୍ମ ଦିବସ...

ପିଏମ୍‌ବିଆଇ ପକ୍ଷରୁ ଡାକ୍ତର ଦିବସ

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ଫାର୍ମାସ୍ୟୁଟିକାଲ୍‌ସ ଆଣ୍ଡ ମେଡିକାଲ ଡିଭାଇସେସ୍‌ ବ୍ୟୁରୋ ଅଫ୍‌ ଇଣ୍ଡିଆ(ପିଏମ୍‌ବିଆଇ) ପକ୍ଷରୁ ସୋମବାର ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଲୋକଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କ...

ଉତ୍କଳ ହସ୍ପିଟାଲ ପାଳିଲା ଡାକ୍ତର ଦିବସ

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ନୀଳାଦ୍ରି ବିହାରସ୍ଥିତ ଘରୋଇ ସୁପର ମଲ୍ଟିସ୍ପେଶିିଆଲଟି ଉତ୍କଳ ହସ୍ପିଟାଲରେ ସୋମବାର ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ହସ୍ପିଟାଲରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଉତ୍କଳ...

ପତଞ୍ଜଳି ଆୟୁର୍ବେଦକୁ ଅଧିଗ୍ରହଣ କରିବ ପିଏଫ୍‌ଏଲ୍‌

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ପତଞ୍ଜଳି ଫୁଡ୍‌ ଲିମିଟେଡ୍‌(ପିଏଫଏଲ) ବୋର୍ଡ ଏହାର ପ୍ୟାରେଣ୍ଟ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ‘ହୋମ୍‌ ଆଣ୍ଡ ପର୍ସନାଲ କେୟାର’ ବ୍ୟବସାୟ କ୍ରୟ ପ୍ରସ୍ତାବକୁ ଅନୁମୋଦନ...

ଫେରିନି ୭୫୮୧ କୋଟିର ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ବର୍ତ୍ତମାନ ସୁଦ୍ଧା ୨୦୦୦ଟଙ୍କିଆ ନୋଟର ମୋଟ ୯୭.୮୭ ପ୍ରତିଶତ ବ୍ୟାଙ୍କିଙ୍ଗ୍‌ ସିଷ୍ଟମକୁ ଫେରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବିବୃତି ଜାରି କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri