Categories: ଜାତୀୟ

ଆଣ୍ଡାମାନରେ ଭୂକମ୍ପ ଝଟକା

ପୋର୍ଟବ୍ଲେୟାର,୫।୭: ଆଣ୍ଡାମାନ-ନିକୋବର ରାଜଧାନୀ ପୋର୍ଟବ୍ଲେୟାରରେ ମଙ୍ଗଳବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ରହିଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

Share