ଗ୍ଲୋବାଲ ଟାଇମ୍ସ ଏଡିଟରଙ୍କ ନଁ।ରେ ଗମ୍ଭୀର ଅଭିଯୋଗ

ବେଜିଂ, ୫।୧୨: ଚାଇନା ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ଜିଜିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଚାଇନା ସପକ୍ଷରେ ବାରମ୍ବାର ପ୍ରଚାର ପ୍ରସାର କରି ବିବାଦୀୟ ହୋଇପଡ଼ିଥିବା ୬୦ ବର୍ଷୀୟ ହୁ’ଙ୍କର ଦୁଇଜଣ ମହିଳା ସହକର୍ମୀଙ୍କ ସହ ପରକୀୟା ପ୍ରୀତି ଓ ବିବାହ ନ କରି ସେମାନଙ୍କର ସନ୍ତାନ ଥିବା ଅଭିଯୋଗ ଆସିଛି। ଅନ୍ତର୍ଜାତୀୟ ସ୍ତରରେ ଏବେ ସେ ସବୁଠୁ ବେଶି ଟ୍ରୋଲ ହେଉଥିବା ସୁପ୍‌ଚାଇନାରେ କୁହାଯାଇଛି।

Share