ଜୁଲାଇ ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): କରୋନା ମୁକାବିଲା ନେଇ ଜୁଲାଇ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯିବ। ଏଥିସହ କଟକ ବଡମ୍ବା-ନରସିଂହପୁର, ଗଞ୍ଜାମ, ଗଜପତି ଆଦି ଜିଲାରେ ମଧ୍ୟ ସର୍ଭେ ହେବ। ଗତ ଶନିବାରଠାରୁ ପୁରୀରେ ଏହି ସର୍ଭେ ଆରମ୍ଭ ହୋଇଛି। ଏ ନେଇ ସୋମବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Share