ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ। ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି। ଆଜି ପାଞ୍ଚରୁ ଛଅଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର ନିଗମ। ପ୍ରଥମ ପଯ୍ୟାୟରେ ୨୫ଶହ ଲୋକଙ୍କ ନୁମନା ପରୀକ୍ଷା କରାଯିବ। ମୋଟ ୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।