Categories: ଜାତୀୟ

ଆଗରେ ଶାହା, ଗଡ଼କରୀ, କଙ୍ଗନା

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି ଏବଂ କେଉଁ ଦଳ ଆଗରେ ରହିଛି ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଯାଇଛି। ଟ୍ରେଣ୍ଡରେ ଏନଡିଏ ଅଗ୍ରଣୀ ହାସଲ କରିଛି। ଏଥି ସହିତ ବିରୋଧୀ ଦଳ ମଧ୍ୟ ପ୍ରତିଯୋଗିତା ଦେଉଛି। ଅମିତ ଶାହା ଗାନ୍ଧୀନଗରରୁ ଆଗୁଆ ଅଛନ୍ତି। ସେହିପରି ନାଗପୁରରୁ ନୀତୀନ ଗଡକରୀ, ମଣ୍ଡି ଆସନ ପ୍ରାର୍ଥୀ କଙ୍ଗନା ରାଣାୱତ ଆଗରେ ରହିଛନ୍ତି।

Share