
ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନ୍। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ସାଜି ପ୍ରଚାର କରିଛନ୍ତି ଶାହାରୁଖ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
Congress hired duplicate Shahrukh Khan for their campaign
pic.twitter.com/F30XlHpkzW
— Kreately.in (@KreatelyMedia) April 19, 2024
ତେବେ କହିରଖୁଛୁ , କଂଗ୍ରେସ ପ୍ରାର୍ଥୀଜଣକ ଶାହାରୁଖଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ନେଇ ପ୍ରଚାର କରୁଛନ୍ତି। ଯାହାକୁ ଦେଖିଲେ ଯେ କେହିବ କହିବ ଇଏ ବଲିଉଡ ଷ୍ଟାର ଶାହାରୁଖ।