Video: ଶାହାରୁଖ ଖାନ୍‌ଙ୍କ ଘର ଭିତର ଦୃଶ୍ୟ ଲିକ୍‌, ପଡ଼ୋଶୀଙ୍କ ଏଭଳି କାର୍ଯ୍ୟ ଦେଖି ପ୍ରଶଂସକ ଖପ୍ପା

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କର ଘର ‘ମନ୍ନତ’କୁ ଦେଖିବା ଲାଗି ପ୍ରଶଂସକଙ୍କ ଭିଡ଼ ଜମିଥାଏ। ହେଲେ ଏବେ ଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ପଛରେ ଅଭିନେତାଙ୍କ ପଡୋଶୀ ରହିଛନ୍ତି। ଭିଡିଓରେ ମନ୍ନତ ଭିତରର ଦୃଶ୍ୟ ରହିଛି।

ଲିକ୍‌ ହୋଇଥିବା ଭିଡିଓରେ ଶାହାରୁଖ ସାନ ପୁଅ ଅବରାମ ଖାନ୍‌ଙ୍କ ସହ ଫୁଟବଲ୍‌ ଖେଳୁଥିବା ନଜର ଆସୁଛି। ସେମାନଙ୍କ ସହ ଆଉ କିଛି ଲୋକ ବି ଅଛନ୍ତି। ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରଶଂସକ ଖୁସି ହୋଇଥିଲେ ହେଁ ଅନେକେ କାହାର ବ୍ୟକ୍ତିଗତ ସମୟ ସହ ଏଭଳି କରିବା ଠିକ୍‌ ନୁହେଁ ବୋଲି କହୁଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

କୋଦଳାରେ ଅଘଟଣ: ପୋଖରୀରେ ଚାଲିଗଲା ଜଣଙ୍କ ଜୀବନ

ବେଗୁନିଆପଡା,୭।୪(ସୁଶାନ୍ତ କୁମାର ପଟ୍ଟନାୟକ):ଗଞ୍ଜାମ କୋଦଳାରେ ଅଘଟଣ। ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ମୃତକ ଜଣକ ହେଲେ କୋଦଳା ବାଇଗଣୀଆ ସାହିର ୪୦ ବର୍ଷୀୟ...

ଗ୍ରାହକଙ୍କୁ ଝଟ୍‌କା: ବଢିଲା ପେଟ୍ରୋଲ-ଡିଜେଲ୍‌ ଦାମ

ନୂଆଦିଲ୍ଲୀ,୭।୪: କେନ୍ଦ୍ର ସରକାର ସୋମବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲଲିଟର ପିଛା ୨ ଟଙ୍କା ବଢିଥିବା...

”ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ନୁହେଁ”: ଶିକ୍ଷକମାନଙ୍କୁ ବହିଷ୍କାର କରିବା ନିର୍ଦ୍ଦେଶରେ ମମତା ବାନାର୍ଜୀଙ୍କ ବଡ ବୟାନ

ମୁମ୍ବାଇ,୭ା୪: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦ୍ୱାରା ନିଯୁକ୍ତି ବାତିଲ ହୋଇଥିବା ‘ଯୋଗ୍ୟ’ ଶିକ୍ଷକଙ୍କ ଚାକିରି ସୁରକ୍ଷା ପାଇଁ ପ୍ରତିଜ୍ଞା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର...

ସରିଲା ଚୂଡ଼ାନ୍ତ ସର୍ଭେ: ରିଂ ରୋଡ୍‌ରେ ସୁସଜ୍ଜିତ ହେବ ଅତାବିରା

ଅତାବିରା,୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମୁଖ୍ୟାଳୟରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ କରିବ ରିଂ ରୋଡ୍‌ l ବିକଶିତ ଗାଁ ବିକଶିତ ଓଡ଼ିଶାର ବାସ୍ତବ ରୂପ ନେବ...

ଟ୍ରମ୍ପଙ୍କ ଟାରିଫ୍ ଛାଟ: ଭାରତୀୟ ବଜାର କ୍ରାସ୍ ହେବା ମାତ୍ରେ ୧୦ ସେକେଣ୍ଡରେ ବୁଡ଼ିଗଲା ୨୦ ଲକ୍ଷ କୋଟି ଟଙ୍କା

ମୁମ୍ବାଇ,୭ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଲାଗୁ କରିବା ଦ୍ଵାରା ସାରା ବିଶ୍ୱରେ ଅରାଜକତା ସୃଷ୍ଟି ହୋଇଛି। ଯାହା ଭାରତୀୟ ଇକ୍ୱିଟି ବଜାରକୁ ୧୦...

ନାବାଳିକା ଅପହରଣକାରୀଙ୍କୁ ଦୁଇବର୍ଷ ଜେଲ୍ 

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି  ବିଜୟ କୁମାର ମିଶ୍ର  ସୋମବାର ଏକ  ୧୬ ବର୍ଷ ବୟସ୍କା ନାବାଳିକା ଅପହରଣ ଓ...

‘ବଡ଼ ସହରରେ…’: ଯୌନ ନିର୍ଯାତନା ଭିଡିଓ ଉପରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ବେଙ୍ଗାଲୁରୁ,୭ା୪: ବେଙ୍ଗାଲୁରୁ ରାସ୍ତାରେ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ଅସଦାଚରଣ କରି ଦୌଡ଼ି ପଳାଇଯିବାର ଭିଡିଓ ଉପରେ ଉତ୍ତେଜନା ମଧ୍ୟରେ, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି...

ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image