ବଡ ପରଦାରେ ଆସିବାକୁ ଯାଉଛି ରଣବୀରଙ୍କ ଏହି ଫିଲ୍ମ

ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ଶ୍ୟାମଶେରାର ରିଲିଜ୍‌ ତାରିଖ ଘୋଷଣା ହୋଇଯାଇଛି। ଫିଲ୍ମଟି ଜୁଲାଇ ୨୨ରେ ବଡ ପରଦାକୁ ଆସିବାକୁ ଯାଉଛି। ବହୁ ଦିନର ବ୍ୟବଧାନ ପରେ ରଣବୀରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମକୁ କରଣ ମାଲହୋତ୍ରା ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ରଣବୀର, ଭାନି ଏବଂ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି। ଏହି ଫଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

 

Share