ନୂଆଦିଲ୍ଲୀ, ୧୦।୯ : ଶରଦ ପାଓ୍ବାର ପୁଣି ଥରେ ଏନସିପି ମୁଖ୍ୟ ହୋଇଛନ୍ତି। ଏହାଦ୍ୱାରା ଏଣିକି ଆସନ୍ତା ୪ ବର୍ଷ ପାଇଁ ସେ ଏହି ପଦବୀର ଦାୟିତ୍ୱରେ ରହିବେ। ୮୧ ବର୍ଷ ବୟସ୍କ ପାଓ୍ବାର ନିର୍ବିରୋଧରେ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
ଏନସିପି ମୁଖ୍ୟ ପ୍ରବକ୍ତା ମହେଶ ଭାରତ ତାପସେ ଏହି ସୂଚନା ପ୍ରଦାନ କରିଛନ୍ତି।