ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କଲେ ଶିଜାନ: ୩୦ରେ ଶୁଣାଣି

ମୁମ୍ବାଇ,୨୩।୧: ଟେଲିି ଅଭିନେତ୍ରୀ ତୁନିଶା ଶର୍ମା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିଜାନ ଖାନ ଜାମିନ ପାଇଁ ସୋମବାର ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଯାହା ଜାନୁୟାରୀ ୩୦ରେ ଶୁଣାଣି ହେବ। ଏହାପୂର୍ବରୁ ଅଭିଯୁକ୍ତ ଶିଜାନ ଖାନ ମଧ୍ୟ ଏଫ୍‌ଆଇଆର ରଦ୍ଦ ପାଇଁ ଏକ ଆବେଦନ କରିଥିଲେ ଯାହା ଆସନ୍ତା ସୋମବାର ଦିନ ଶୁଣାଣି ହେବ।

Share