Posted inଜାତୀୟ

ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଶିନ୍ଦେ ସରକାର: ସଞ୍ଜୟ ରାଉତଙ୍କ କଟାକ୍ଷ…

ମୁମ୍ବାଇ,୭।୧ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରକୁ ଶିସେନା ଉଦ୍ଧବ ଠାକରେ ଦଳର ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ଶିନ୍ଦେ ସରକାର ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ସରକାର ଫେବୃୟାରୀ ମାସ ଦେଖିପାରିବେ ନାହିଁ। ତାହା ପୂର୍ବରୁ ରାଜ୍ୟ ସରକାରଙ୍କ ପତନ ହେବ।

ଯଦି ନ୍ୟାୟ ପାଳିକା ଉପରେ ଚାପ ପ୍ରୟୋଗ ନ କରାଯାଏ ତେବେ ଶିନ୍ଦେଙ୍କୁ ସମର୍ଥନ କରୁଥିବା ୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେବେ। ଏହା ଦ୍ୱାରା ଶିନ୍ଦେ ସରକାର କ୍ଷମତାଚ୍ୟୁତ ହେବା ନିଶ୍ଚିତ ହେବ ବୋଲି ସେ କହିଛନ୍ତି।

ଫେବୃୟାରୀ ୧୦ରେ ସୁପ୍ରିମ୍‌କୋର୍ଟ ଶିନ୍ଦେଙ୍କ ୧୬ ବିଧାୟକଙ୍କର ଅଯୋଗ୍ୟ ଘୋଷିତ ମାମଲାର ବିଚାର କରିବେ। ଫଳରେ ଏବେ ସରକାର ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ସେ କହିଛନ୍ତି।

ରାଜ୍ୟ ସରକାର ଦୁଇଭାଗରେ ବିଭକ୍ତ ହୋଇଯାଇଛନ୍ତି। ଦୁଇ ଦଳ ନିଜନିଜ ଆଭିମୁଖ୍ୟ ନେଇ ଭିନ୍ନଭିନ୍ନ ପ୍ରସଙ୍ଗ ଉପରେ କାର୍ଯ୍ୟ କରୁଥିବାରୁ ଜନସାଧାରଣଙ୍କର ଲାଭ ହୋଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ୬ ମାସର ଶିଶୁ HMPV ଆକ୍ରାନ୍ତ

ନୂଆଦିଲ୍ଲୀ,୬।୧: ଚିନ୍ତା ବଢାଇଲାଣି HMPV ମାମଲା। କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ...

ଜେଲ୍‌ରେ ଥାଇ ଅନଶନ କରିବେ ପ୍ରଶାନ୍ତ କିଶୋର: ଜାମିନ ନେବାକୁ କଲେ ମନା

ପାଟନା,୬।୧: ଜନ ସୁରଜ ପାର୍ଟିର ମୁଖ୍ୟ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିପିଏସ୍‌ପି ପରୀକ୍ଷା ବାତିଲ କରିବା ଦାବିରେ ଜାନୁଆରୀ ୨ରୁ ଅନଶନରେ ବସିଥିବାବେଳେ...

୫୦ ଫୁଟ ଉପରକୁ ଉଡ଼ିଲା ସେନା ଗାଡ଼ି: ଗଛଡାଳରେ ଲାଗିଛି ଗାଡ଼ି ଯନ୍ତ୍ରାଂଶ

ରାୟପୁର,୬।୧: ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ା ଦେଇଛନ୍ତି। ବିସ୍ଫୋରଣରେ ୯ଜଣ...

ଭାରତରେ HMPV ମାମଲା ଚିହ୍ନଟ: ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ,୬।୧: ଚାଇନାରେ HMPV ମାମଲା ଭାରତରେ ୩ ଜଣଙ୍କ ଦେହରେ ଚିହ୍ନଟ ହୋଇଛି। HMPV ଭୂତାଣୁ କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ମାମଲା ସାମ୍ନାକୁ...

ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ

ରାୟପୁର/ମାଲକାନଗିର,୬।୧(ଦୁର୍ଯ୍ୟୋଧନ ପାତ୍ର): କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର...

କାନ୍ଦିପକାଇଲେ ମୁଖ୍ୟମନ୍ତ୍ରୀ: ଭୋଟ ପାଇଁ ମୋ ବାପାଙ୍କୁ…

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଭାବପ୍ରବଣ ହୋଇପଡିଛନ୍ତି। ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ...

କୌଣସି ବାହାର ଦେଶ ଗସ୍ତ କରି ନାହାଁନ୍ତି ପରିବାର, କେମିତି HMPV ସଂକ୍ରମିତ ହେଲେ ୮ ମାସର ଶିଶୁ? ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୬।୧: କର୍ନାଟକରେ ୩ମାସ ଓ ୮ ମାସ ବୟସର ଦୁଇ ଶିଶୁ ହ୍ୟୁମାନ ମେଟାପ୍ନୁମୋଭାଇରସ (HMPV)ର ସଂକ୍ରମଣ ଥିବା ଦେଖିବାକୁ ମିଳିଛି। ଏହି ଜୀବାଣୁ ଚାଇନାରେ...

ବଢିଲାଣି HMPV ସଂକ୍ରମଣ! ଭୟଭୀତ ହୋଇପଡୁଛନ୍ତି ଜନତା, କର୍ନାଟକ ପରେ ଏବେ ଗୁଜରାଟ

ନୂଆଦିଲ୍ଲୀ,୬।୧: ଚାଇନାରେ ବ୍ୟାପିଥିବା ମାନବ ମେଟାପ୍ନୁମୋଭାଇରସ (HMPV) ସଂକ୍ରମଣ ଏବେ ଭାରତରେ ପହଞ୍ଚିଛି। ସୂଚନା ଦେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri