ମୁମ୍ବାଇ,୨୧।୨: ଉଦ୍ଧବ ବାଲାସାହେବ ଠାକ୍ରେ(ୟୁବିଟି)ଙ୍କ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଛି। ପାର୍ଟିର ନାମ ଓ ଚିହ୍ନକୁ ଛଡ଼ାଇ ନିଆଯିବା ପରେ ଏବେ ତାଙ୍କଠାରୁ ସଂସଦ କାର୍ଯ୍ୟାଳୟ ମଧ୍ୟ ଛଡ଼ାଇ ନିଆଯାଇଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସଂସଦରେ ଶିବସେନା କାର୍ଯ୍ୟାଳୟ ବର୍ତ୍ତମାନ ଶିନ୍ଦେ ଗୋଷ୍ଠୀର। ବର୍ତ୍ତମାନ ଏହି କାର୍ଯ୍ୟାଳୟରେ ଶିନ୍ଦେ ଗୋଷ୍ଠୀର କୌଣସି ଅଧିକାର ରହିବ ନାହିଁ। ଏକନାଥ ଶିନ୍ଦେ ଗୋଷ୍ଠୀ ସଂସଦରେ ଶିବସେନା କାର୍ଯ୍ୟାଳୟ ଉପରେ ନିଜର ଦାବି କରିଥିଲେ।
Posted inଜାତୀୟ