ଫିଲାଡେଲଫିଆରେ ଗୁଳିକାଣ୍ଡ: ୧୦ ଗୁରୁତର ଆହତ…

ମୋଲବୋର୍ନ,୬।୧୧ : ଆମେରିକାର ଫିଲାଡେଲଫିଆ ସହରର କେନ୍ସିଙ୍ଗଟନ ଏବଂ ଆଲେଗେନି ଅଞ୍ଚଳରେ ଶନିବାର ରାତିରେ କିଛି ଅଜଣା ଲୋକ ଆଖିବୁଜା ଗୁଳିଚାଳନା କରିଛନ୍ତି। ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାର ତଦନ୍ତ ଜାରି ରହିବା ସହିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି।

Share