ଶ୍ରୀମନ୍ଦିର ଦ୍ବାରଫିଟା ନୀତରେ ୧୫ ମିନିଟ ବିଳମ୍ବ

ପୁରୀ,୧୦।୮ ଶ୍ରୀମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଶୁକ୍ରବାର ଦ୍ବାରଫିଟା ନୀତି ୧୫ ମିନିଟ ବିଳମ୍ବ ହୋଇଥିଲା । ଏ ନେଇ ନୋଟିସ ହୋଇଛି। ବଡ଼ଦ୍ୱାର ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିବା ବେଳେ ଏହାକୁ ସ୍ବାଗତ କରିଛି ପ୍ରତିହାରୀ ନିଯୋଗ।