Posted inଖେଳ

କାନପୁର ଟେଷ୍ଟରେ ପଦାର୍ପଣ କରିବେ ଶ୍ରେୟାସ

କାନପୁର,୨୪।୧୧: ଲୋକେଶ ରାହୁଲ ଆହତ ହେବାରୁ ମଧ୍ୟକ୍ରମରେ ଜଣେ ନୂଆ ବ୍ୟାଟରଙ୍କ ପାଇଁ ବାଟ ଫିଟିଛି। ଖାଲି ଥିବା ସ୍ଥାନରେ ଶ୍ରେୟାସ ଆୟାର ଟେଷ୍ଟ ପଦାର୍ପଣ କରିବେ। ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ। ତେବେ ରାହୁଲ ଆହତ ଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଓପନିଂ ସ୍ଲଟ ଲାଗି ଚିନ୍ତିତ ନ ଥିବା ରାହାନେ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ରାହୁଲ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିବା ସହ ଭଲ ଫର୍ମରେ ଥିଲେ। ସେ ଆହତ ହେବା ଦଳ ପାଇଁ ଏକ ବଡ଼ ଝଟକା। କିନ୍ତୁ ଆମକୁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କାରଣ ତାଙ୍କ ଅନୁପସ୍ଥିତିରେ ଦଳ ପାଖରେ ଅଗ୍ରଓ୍ବାଲ ଓ ଗିଲଙ୍କ ଭଳି ଓପନର ଅଛନ୍ତି। ଏମାନେ ପୂର୍ବରୁ ଦଳ ପାଇଁ କାର୍ଯ୍ୟ କରିଛନ୍ତି। ଆଉ ସେମାନଙ୍କ ପାଖରେ ଅଭିଜ୍ଞତା ମଧ୍ୟ ଅଛି। ଏଣୁ ଓପନିଂ ସ୍ଲଟ ପାଇଁ ଚିନ୍ତିତ ନୁହେଁ ବୋଲି ରାହାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ

କଟକ,୨୯।୧୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ରାଜନେତା ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ...

ହୃଦୟ ଜିତିବ ୩୫ ସେକେଣ୍ଡର ଭିଡିଓ, ସୁନିଲ ଗାଭାସ୍କରଙ୍କୁ ବିଶେଷ ସମ୍ମାନ ଦେଲେ ନୀତୀଶ ରେଡ୍ଡୀଙ୍କ ପିତା

ନୂଆଦିଲ୍ଲୀ,୨୯।୧୨: ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ମେଲବୋର୍ନ ଟେଷ୍ଟ ମ୍ୟାଚରେ ଶତକ ହାସଲ କରି ନୀତୀଶ କୁମାର ରେଡ୍ଡୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଶତକ ସମଗ୍ର...

ବିସ୍ଫୋରକ ବୋଲିଂ ସହ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ରେକର୍ଡ ବଦଳାଇ ଦେଲେ ବୁମରା

ନୂଆଦିଲ୍ଲୀ,୨୯।୧୨: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବୋଲର ଜସପ୍ରୀତ ବୁମରା ଇତିହାସ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି। ଦ୍ୱିତୀୟ...

ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ…

ମେଲବୋର୍ନ,୨୮।୧୨: ନୀତୀଶ କୁମାର ରେଡ୍ଡୀ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟ ସିରିଜରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି।...

କିଏ ସେହି ନୀତୀଶ ରେଡ୍ଡୀ, ଯିଏ ଅଷ୍ଟ୍ରେଲିଆକୁ ପିଆଇଲେ ପାଣି

ମେଲବୋର୍ନ,୨୮।୧୨: ମେଲବୋର୍ନ ଟେଷ୍ଟରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି ନୀତୀଶ ରେଡ୍ଡୀ। ନୀତୀଶଙ୍କୁ ମାତ୍ର ୨୧ ବର୍ଷ କିନ୍ତୁ ବ୍ୟାଟିଂରେ ତାଙ୍କର...

ନୀତୀଶ ରେଡ୍ଡୀଙ୍କ ଚମତ୍କାର ଶତକ: ଭୋ ଭୋ ହୋଇ କାନ୍ଦିଲେ ବାପା

ମେଲବୋର୍ନ,୨୮।୧୨: ମେଲବୋର୍ନରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ନୀତୀଶ କୁମାର ରେଡ୍ଡୀ ଚମତ୍କାର ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ଶକ୍ତିଶାଳୀ ତଥା ଅଭିଜ୍ଞ ବୋଲର...

ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍‌ରେ ସେଲିବ୍ରେଶନ କଲେ ନୀତୀଶ

ମେଲବୋର୍ନ,୨୮।୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ...

ଆଜିଠୁ ହକି ଇଣ୍ଡିଆ ଲିଗ୍‌

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଦୀର୍ଘ ୭ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଶନିବାରଠାରୁ ରାଉରକେଲାର ବିର୍ସା ମୁଣ୍ଡା ହକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri