Advertisement

ବୁଗୁଡ଼ାରେ ଶଟଡାଉନ୍‌: ସହରରେ ଧରପଗଡ଼ କଡ଼ାକଡ଼ି

ବୁଗଡ଼ା,୯।୮:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସପ୍ତାହକୁ ୨ ଦିନ ଯଥା ଶନିବାର ଏବଂ ରବିବାର ଶଟଡାଉନ ଘୋଷଣା କରାଯାଇଛି। ଏ ନେଇ ବୁଗୁଡ଼ା ସହରର ରାସ୍ତା ଘାଟ ଜନଶୂନ୍ୟ ହୋଇ ଥିବା ସହ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ସହରରେ କେବଳ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ପରିବା ମାର୍କେଟ ମଧ୍ୟ ବନ୍ଦ ରହିଛି। ଅମାନିଆଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଧରପଗଡ଼ କଡ଼ାକଡ଼ି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share