Categories: ଜାତୀୟ

ଏନସିପି ଗୋଷ୍ଠୀର ଡବଲ ଡ୍ରାମା ନେଇ ମୁହଁ ଖୋଲିଲେ କପିଲ ସିବଲ

ନୂଆଦିଲ୍ଲୀ,୬।୭: ମହାରାଷ୍ଟ୍ରର ପାଓ୍ବାର ପ୍ଲେ ନେଇ ମୁହଁ ଖୋଲିଛନ୍ତି ରାଜ୍ୟସଭା ସାଂସଦ କପିଲ ସିବଲ। ସେ ମହାରାଷ୍ଟ୍ରର ରାଜନୀତିକୁ ପ୍ରହସନ ବୋଲି ଆଖ୍ୟା ଦେଇଛନ୍ତିି। ସିବଲ ଟୁଇଟ୍‌ କରି କହିଛନ୍ତିି, ‘ମହାରାଷ୍ଟ୍ର ରାଜନୀତି ଗଣତନ୍ତ୍ର ନୁହେଁ ବରଂ ଏହା ଏକ ପ୍ରହସନରେ ପରିଣତ ହୋଇଛି’। ଏବଂ ଆଇନ ଏହାକୁ ଅନୁମତି ଦେଉଛି। କେବଳ କ୍ଷମତାକୁ ନେଇ ରାଜନୀତି ସରଗରମ ରହୁଛି କେବେ ଲୋକଙ୍କ ପାଇଁ ନୁହେଁ।

Share