Categories: Video

Silk India Expo woos customers | ମନ ମୋହୁଛି ସିଲ୍କ ଇଣ୍ଡିଆ ଏକ୍ସପୋ -୨୦୧୯

The 11-day long Silk India Expo 2019 organised at Exhibition Ground of Bhubaneswar started Friday with 65 stalls. It is drawing large numbers of customers from the very first day itself. Let’s check out the fresh designs on offer and what the customers are buying this season.

ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ସିଲ୍କ ଇଣ୍ଡିଆ ଏକ୍ସପୋ -୨୦୧୯। ୧୧ ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋରେ ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଛି। ଚଳିତବର୍ଷ ୬୫ଟି ଷ୍ଟଲ ପଡିଥିବା ବେଳେ ଗତ ଥର ଅପେକ୍ଷା ଏଥର କଣ ସବୁ ନୂଆ ଡିଜାଇନ୍ ଆସିଛି, କେଉଁ ପ୍ରଡକ୍ଟର ରହିଛି ଅଧିକ ଡିମାଣ୍ଡ, ସେସବୁ ବାବଦରେ ଜାଣିବାକୁ ଦେଖନ୍ତୁ ଏହି ଭିଡିଓ।