ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ସୀମା।

ସୂଚନାଥାଉ କି, ଗତକାଲି ରାତିରେ ବିଜେଡିରୁ ଇସ୍ତଫା ଦେଇଥିଲେ ସୀମାରାଣୀ। ବିଜେଡି ମହେଶ ସାହୁଙ୍କୁ ଟିକେଟ ଦେବାରୁ ସେ ଦଳ ଛାଡ଼ିଥିଲେ।

Share