ସିନିଆଦ-ଓ-କର୍ନରଙ୍କ ପରଲୋକ

ଡବଲିନ,୨୭।୭: ଆଇରିସ ସିଙ୍ଗର ଓ ସଙ୍ଗ ରାଇଟର ସିନୈଡ ମେରି ବର୍ନାଡିଜ ଓ କର୍ନରଙ୍କ ପରଲୋକ ହୋଇଛି। ସେ ‘ଲାୟନ ଆଣ୍ଡ ଦ କୋବରା’ ଆଲବମ ଜରିଆରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ପରିବାର ସୂଚନା ଦେଇଛନ୍ତି ଯେ ୫୬ ବର୍ଷିୟ ସିଦିଆଦ- ଓ-କର୍ନର ଆଉ ଆମ ସହିତ ନାହାଁନ୍ତି। ୧୯୯୦ ଦଶକରେ ସେ ମହିଳା ଗାୟକମାନଙ୍କ ବିଷୟରେ ବିଶ୍ୱର ଚିନ୍ତାଧାରାକୁ ପରିବର୍ତ୍ତନ କରିଥିଲେ।
୨୦୧୮ରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ନାମ ଶୁହାଦା ସାଦାକାଟରେ ପରିବର୍ତ୍ତନ କରିଥିଲେ, ଯଦିଓ ସେ ତାଙ୍କ ପୁରୁଣା ନାମ ସିଦିଆଦ- ଓ-କର୍ନର ଅଧୀନରେ ପରଫରମାନ୍ସ ଜାରି ରଖିଥିଲେ। ସେ ତାଙ୍କର ସାମାଜିକ ଓ ରାଜନୈତିକ ଦୃଷ୍ଟିକୋଣରୁ ବକ୍ତବ୍ୟ ରଖିଥିଲେ। ୧୯୮୭ ରୁ ୨୦୧୪ ମଧ୍ୟରେ ସେ ୧୦ଟି ଷ୍ଟୁଡିଓ ଆଲବମ ମୁକ୍ତିଲାଭ କରିଥିଲେ। ଗତ ବର୍ଷ ନିଖୋଜ ହେବାର ଖବର ପାଇବା ପରେ ସିଦିଆଦ- ଓ-କର୍ନରଙ୍କ ୧୭ବର୍ଷର ପୁଅ ସେନଙ୍କର ମୃତ୍ୟୁ ହୋଇଥିଲା।
ପୁଅର ମୃତ୍ୟୁ ତାଙ୍କୁ ବହୁତ କଷ୍ଟ ଦେଇଥିଲା। ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ ଯେ ମୁଁ ମୋର ସାଂସାରିକ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଅନୁରୋଧ କରିଛି ଯେ ତାଙ୍କ ଆଦର୍ଶକୁ କେହି ଅନୁସରଣ କରନ୍ତୁ ନାହିଁ।
ପରେ ଗାୟକ ପୁଅର ମୃତ୍ୟୁ ପରେ ସେ ଲାଇଭ ପ୍ରଦର୍ଶନ ବନ୍ଦ କରିଦେଇଥିଲେ।
ବୁଧବାର ସାରେ ଗାୟକଙ୍କ ମୃତ୍ୟୁ ଘୋଷଣା ହେବା ପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କଠାରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଇଂରେଜ ଲେଖକ ମାରିଅନ କିସ ସିଦିଆଦ- ଓ-କର୍ନରଙ୍କ ମୃତ୍ୟୁକୁ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ଫଟୋ ଶୁଟ୍‌ କରୁଥିଲେ କରିସ୍ମା, ସାଇକେଲରେ ଆସୁଥିବା ବ୍ୟକ୍ତି କଲେ ଏମିତି କାମ

ମୁମ୍ବାଇ: କରିସ୍ମା କପୁର ୯୦ ଦଶକର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ। ଅଭିନୟ ସହିତ ନିଜର ଚୁଲବୁଲି ଅନ୍ଦାଜ ଏବଂ ନୃତ୍ୟ ପାଇଁ ସେ ଅନେକ...

ଅଧିକ ୪୧ ବିପଜ୍ଜନକ ଉତ୍ତପ୍ତ ଦିନର ସାମ୍‌ନା କରିଛି ବିଶ୍ୱ

ଓ୍ବାଶିଂଟନ,୨୮ା୧୨: ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ସମଗ୍ର ବିଶ୍ୱ ହାରାହାରି ଅଧିକ ୪୨ଟି ବିପଜ୍ଜନକ ଉତ୍ତପ୍ତ ଦିନର ଯନ୍ତ୍ରଣା ସହ୍ୟ କରିଛି। ୨୦୨୪...

ବିମାନ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ

ବାକୁ,୨୮ା୧୨: ଅଜେରବୈଜାନର ଏମ୍ବ୍ରାଏର ୧୯୦ ଏୟାରକ୍ରାଫ୍ଟ ବୁଧବାର ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ...

ବଳିଦାନ ଦେବା, ନିଜ ଜୀବନ ଦେବା ଏକ ମୁସଲମାନର ଗର୍ବ … ତାଲିବାନକୁ କାହିଁକି ଚ୍ୟାଲେଞ୍ଜ କରୁଛି ପାକିସ୍ତାନୀ ସେନା ?

ନୂଆଦିଲ୍ଲୀ,୨୭ା୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଲମ୍ବା ସମୟ ଧରି ତିକ୍ତତାପୂର୍ଣ୍ଣ ରହିଥିଲା ବେଳେ ନିକଟରେ ଏହା ଆହୁରି ବିଗିବାରେ ଲାଗିଛି। ଆଫଗାନିସ୍ତାନରେ ପାକିସ୍ତାନ...

ପ୍ରେମିକଙ୍କୁ ନେଇ ବାପାଙ୍କ ଫାର୍ମହାଉସ୍‌ ଗଲେ ସୁହାନା, ନୂଆ ବର୍ଷରେ… 

ମୁମ୍ବାଇ: ସତ କେବେ ଲୁଚି ରୁହେନା। ଯେତେ ନା ବୋଲି କହିଲେ ବି ଯାହା ସତ ତାହା ସାମ୍ନାକୁ ଆସିଯାଇଥାଏ। କିଛି ଏଭଳି ଘଟିଛି ବଲିଉଡ୍‌ର...

ଗାଜାରେ ଥମୁନି ଇସ୍ରାଏଲର ଆକ୍ରମଣ, ଏୟାରଷ୍ଟ୍ରାଇକରେ ୫ ଖବରଦାତାଙ୍କ ମୃତ୍ୟୁ

ଗାଜା ସିଟି,୨୭।୧୨: ମଧ୍ୟ ପୂର୍ବରେ ଅସ୍ତ୍ରବିରତି ଉଲ୍ଲଂଘନ ଉଦ୍ୟମ ମଧ୍ୟରେ ବୁଧବାର ରାତିରେ ଗାଜା ଅଞ୍ଚଳର ଏକ ଡାକ୍ତରଖାନା ବାହାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୫ଜଣ...

ଟ୍ରମ୍ପ ଆସୁ ଆସୁ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଲାଣି ଆମେରିକା, ରୁଷିଆ ଦେଲା ଖୋଲା ଧମକ

ଓ୍ବାଶିଂଟନ/ମସ୍କୋ,୨୭।୧୨: ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି। ଏହି ସମୟରେ ରୁଷିଆ ଆମେରିକାକୁ ଚେତାବନୀ ଦେଇଛି। ମସ୍କୋ ଏହାର...

ମୃତ୍ୟୁ ଛୁଇଁ ଦେଇ ଚାଲିଗଲା, ବର୍ତ୍ତିଗଲେ WHO ମୁଖ୍ୟ

ସାନା,୨୭।୧୨: ୟେମେନରୁ ଏକ ବଡ ଖବର ଆସିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଛି। କିନ୍ତୁ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri