ସିଙ୍ଗାପୁର ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନ

ସିଙ୍ଗାପୁର,୨୨।୮: ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ଥର୍ମନ ଶନମୁଗରତ୍ନ। ମଙ୍ଗଳବାର ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥି ନାମ ଘୋଷଣା ହୋଇଛି। ଶନମୁଗରତ୍ନଙ୍କ ସହିତ ଚାଇନାର ଦୁଇଜଣ ପୂର୍ବତନ ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ ଅଛନ୍ତି।

Share