Categories: Uncategorized

ଶୀତଦିନେ ତ୍ୱଚାର ଯତ୍ନ

ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଅଧିକ ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବା ଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା ପାଇଁ ଆମେ ସଭିଏଁ ଚିନ୍ତିତ ହୋଇପଡ଼ନ୍ତି। ଏବଂ କେତେ ଜଣଙ୍କ କ୍ଷେତ୍ରରେ ଶରୀରରେ ଚର୍ମଦାଗ ମଧ୍ୟ ଦେଖାଦିଏ। ଏସବୁରୁ ଆପଣ କିଭଳି ମୁକ୍ତି ପାଇବେ ? ତ୍ୱଚାର ଯତ୍ନ ପାଇଁ କ’ଣ ସବୁ ଉପଚାର ଆପଣାଇବେ? ଏସବୁ ବଷୟରେ ଜାଣିବା। ଆମ ସହ ଅଛନ୍ତି ସ୍କିନ୍ ସ୍ପେଶାଲିଷ୍ଟ ଡକ୍ଟର ମାନସ ରଞ୍ଜନ ପୁହାଣ ।