Advertisement
Categories: ଫୁରସତ

ବାଘକୁ ଆକ୍ରମଣ କଲା ଘୁଷୁରି ଛୁଆ: ତା ପରେ ଘଟିଲା ଏମିତି

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଘୁଷୁରି ଛୁଆ ଏକ ବାଘକୁ ଆକ୍ରମଣ କରୁଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଜଙ୍ଗଲ ମଧ୍ୟରେ ବାଘ ହାବୁଡରେ ଏକ ଘୁଷୁରି ଛୁଆ ପଡିଛି। ହେଲେ ଘୁଷୁରି ଛୁଆଟି ବାଘକୁ ଦେଖି ହଠାତ୍‌ ପଛ ପଟୁ ଆକ୍ରମଣ କରୁଛି। ପରେ ବାଘଟି ଛିଟିକି ପଡୁଥିବା ଦେଖାଯାଇଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share