Categories: ଫୁରସତ

କ୍ୟାନସର ହୋଇଛି କି ନାହିଁ କହିବ ମୋବାଇଲ କ୍ୟାମେରା

ଆଗାମୀ ଦିନରେ ଚିକିତ୍ସା ବିଜ୍ଞାନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଭବିଷ୍ୟତରେ ମୋବାଇଲ ଫୋନ ମାଧ୍ୟମରେ ଚର୍ମ କର୍କଟ ହୋଇଛି କି ନାହିଁ ତାହା ଜାଣିବା ସମ୍ଭବ ହେବ। ଏଥିପାଇଁ ନାନୋଟେକ୍ନୋଲୋଜିର ସାହାଯ୍ୟ ନିଆଯାଉଛି। ଏକ ସ୍ମାର୍ଟଫୋନ କ୍ୟାମେରା ଲେନ୍ସ ତିଆରି କରାଯାଇଛି ଯାହା ବାର୍ଥ ମାର୍କ କିମ୍ବା ଚର୍ମରେ କୌଣସି ପ୍ରକାରର ଚିହ୍ନର ବିସ୍ତୃତ ଫଟୋ ଉଠାଇବ। ଫଟୋ ମାଧ୍ୟମରେ ବାୟୋଲଜିକାଲ କୋଷର ଯାଞ୍ଚ କରି ଚର୍ମ କର୍କଟ ହୋଇଛି କି ନାହିଁ ସୂଚନା ଦେବ।

Share