Posted inଫୁରସତ

ନୋଟ ବିଡ଼ା ଧରି ଘରେ ପ୍ରବେଶ କଲା ବିରାଟକାୟ ସାପ: ଭୟଙ୍କର ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାପର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। କିନ୍ତୁ ନିକଟରେ ସାପର ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓରେ ଦେଖାଯାଇଛି ଯେ, ନୋଟ ବିଡ଼ା ଧରି ଏକ ସାପ ଘର ଭିତରେ ପ୍ରବେଶ କରୁଛି। ଏହି ଅଜବ ଦୃଶ୍ୟ ଲୋକଙ୍କ ମନକୁ ଥରାଇ ଦେଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଦେଖି ଲୋକଙ୍କ ମନରେ ବିଭିନ୍ନ ଚିନ୍ତାଧାରା ଆସୁଛି। ଏହି ଭିଡିଓର ସତ୍ୟତା ଉପରେ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଭିଡିଓ ମୂଳତଃ ଅକ୍ଟୋବର ୨୭ରେ ଇନଷ୍ଟାଗ୍ରାମ ୟୁଜର୍ସ @lindaikejiblogofficial ଦ୍ୱାରା ଶେୟାର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୧୭ ହଜାରରୁ ଅଧିକ ଲାଇକ ମିଳିଛି ଏବଂ ଲୋକମାନେ ମଧ୍ୟ ଏହା ଉପରେ କମେଣ୍ଟ ଦେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଦିନ…

ପ୍ରତିବର୍ଷ ୩୧ ଅକ୍ଟୋବରରେ ଆଇରନ ମ୍ୟାନ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନଦିବସକୁ ଜାତୀୟ ଏକତା ଦିବସ ଭାବେ...

ଭବିଷ୍ୟତକୁ ସହଜ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ଆଜି ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଞ୍ଚୟ ବିଷୟରେ ଅବଗତ କରାଇବା। ଆଜିକାଲି...

ଚାଇନାର ଶ୍ରବଣ କୁମାର

ବେଜିଂ: ସାମ୍ପ୍ରତିକ ସମୟରେ ଏପରି ଅନେକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଅନେକ ବ୍ୟକ୍ତି ସେମାନଙ୍କ ବୃଦ୍ଧ ମା’ ବାପାଙ୍କର ଯତ୍ନ ନ ନେଇ ସେମାନଙ୍କୁ ବୃଦ୍ଧାଶ୍ରମରେ...

୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ

ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ...

ସବୁଜ ଚିହ୍ନରୁ ଜୀବସତ୍ତା ଆଶା

ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ପର୍ସିଭରେନ୍ସ ରୋଭର ମଙ୍ଗଳ ଗ୍ରହର ଆଉ ଏକ ରହସ୍ୟ ଉପରୁ ପରଦା ହଟାଇଛି। ‘ବ୍ରାଇଟ୍‌ ଏଞ୍ଜେଲ’ ଅଞ୍ଚଳକୁ ନେଇ ପରୀକ୍ଷାନିରୀକ୍ଷା...

ସ୍ୱାସ୍ଥ୍ୟକର ନୁହେଁ ଘରେ ପ୍ରସ୍ତୁତ ଖାଇବା: ICMR

ଭାରତରେ ସମସ୍ତଙ୍କର ଏକ ଧାରଣା ଥାଏ କି ଘରେ ପ୍ରସ୍ତୁତ ହେଉଥିବା ଖାଇବା ସ୍ୱାସ୍ଥ୍ୟକର ଅଟେ। କାରଣ ଘରେ ରୋଷେଇରେ ତଟକା ପନିପରିବା, ଅଳ୍ପ ତେଲ,...

ପୁଣି ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୪୩ ସୁଦ୍ଧା ଏସବୁ ଦେଶରେ ହେବ…

ସୋଫିଆ,୨୮।୧୦: ବିଶ୍ୱର ଲକ୍ଷ ଲକ୍ଷ ଲୋକ ଭବିଷ୍ୟବାଣୀ କରିଛନ୍ତି। ଏଥିମଧ୍ୟରୁ ଅନେକ ମିଥ୍ୟା ବୋଲି ପ୍ରମାଣିତ ହୋଇଥିବାବେଳେ କେତେକ ସତ୍ୟ ବୋଲି ମଧ୍ୟ ପ୍ରମାଣିତ ହୋଇଛି।...

ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ

ନୂଆଦିଲ୍ଲୀ: ପ୍ରକୃତିର କୋଳରେ ଅନେକ ଚମତ୍କାରୀ ଉଦ୍ଭିଦ ରହିଥାନ୍ତି। ଏହିପରି ଏକ ନିଆରା ଉଦ୍ଭିଦ ହେଉଛି ହିବିସ୍‌ସ୍କସ୍‌ ମୁଟାବିଲିସ୍‌। ଏହାକୁ ପୃଥିବୀର ପଦ୍ମ ବୋଲି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri