Categories: ଜାତୀୟ

୫ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ଏତିକି କୋଟି…

ନୂଆଦିଲ୍ଲୀ,୨୧ା୭: ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ତେବେ ଏହି ବିଦେଶ ଗସ୍ତରେ ମୋଟ୍‌ ୨୫୪.୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସରକାର ରାଜ୍ୟସଭାରେ ରିପୋର୍ଟ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.ମୁରଲୀଧରନ ଉଚ୍ଚ ସଦନକୁ ଏକ ଲିଖିତ ଉତ୍ତରରେ କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପାଇଁ ମୋଟ୍‌ ୨,୫୪,୮୭,୦୧,୩୭୩ ଟଙ୍କା ଖର୍ଚ୍ଚ ହୋଇଛି।

Share