ସୋସିଆଲ ମିଡିଆ ସର୍ଭର ଡାଉନ

ନୂଆଦିଲ୍ଲୀ,୪।୧୦: ପାଖାପାଖି ୩୦ମିନିଟ୍‌ ଧରି ସୋସିଆଲ ମିଡିଆ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ,ହ୍ବାଟ୍ସଆପ୍‌ରେ ସର୍ଭର ଡାଉନ ରହିଛି। ବ୍ୟବହାରକାରୀମାନେ ପରସ୍ପର ସହ ଯୋଗଯୋଗ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବିଭିନ୍ନ ଗଣମାଧ୍ୟମରେ ଏହି ବିଷୟରେ ସୂଚନା ଦିଆଯାଉଛି।

Share