ମାଲ୍‌ ପରିବହନ ଗାଡ଼ିରେ ଜିପିଏସ୍‌ ଲାଗୁ ପାଇଁ ଦାବି କଲେ ସୋଫିଆ

କଟକ,୨୦ା୧୦: ମାଲ୍‌ ପରିବହନକାରୀ ଗାଡ଼ିରେ ଜିପିଏସ୍‌ ଲାଗୁ କରିବାକୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦାବି କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ ସୋଫିଆ  ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡିପ୍‌ରୁ ଡିଲର ପଏଣ୍ଟ ଯାଏ ଗାଡ଼ିରେ ଜିପିଏସ୍‌ ଲାଗି କରିବାକୁ ସେ ଦାବି କରିଛନ୍ତି। ହିତାଧିକାରୀଙ୍କ ଟିପ ବ୍ୟବସ୍ଥାକୁ ମଧ୍ୟ କୋହଳ କରିବାକୁ ମନ୍ତ୍ରୀଙ୍କଠାରେ ସୋଫିଆ ଦାବି ଜଣାଇଛନ୍ତି।

ଅନ୍ୟପକ୍ଷରେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦେଖି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ୍‌ କରିଛନ୍ତି। ଅସାଧୁ ବ୍ୟବସାୟୀ କଳାବଜାର କଲେ ସେମନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ପାଇଁ ବିଭାଗକୁ ନିର୍ଦ୍ଦେଶ ସେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାର ନ ହୁଏ ସତର୍କ ରହିବାକୁ ସୂଚେଇ ଦେଇଛନ୍ତି ମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

୧୦ଲକ୍ଷ ମହିଳାଙ୍କୁ ବଳାତ୍କାର, ୩୦ ଲକ୍ଷ ଲୋକଙ୍କୁ ହତ୍ୟା, Pakistan ସେନାର ଏମିତି କାଣ୍ଡ, ଯାହାକୁ ଆଜିବି ଭୁଲି ନାହିଁ ବାଂଲାଦେଶ

ଢାକା,୧୮।୪: ମହମ୍ମଦ ୟୁନୁସଙ୍କ ଶାସନରେ, ଭାରତ ସହିତ ବାଂଲାଦେଶର ସମ୍ପର୍କ ହ୍ରାସ ପାଇବାରେ ଲାଗିଛି। ଚାଲାକ ପାକିସ୍ତାନ ଏହାର ସଂପୂର୍ଣ୍ଣ ଫାଇଦା ନେବାକୁ ଚାହୁଁଛି। ସେଥିପାଇଁ...

ବିମାନ ଅପହରଣ ଉଦ୍ୟମ, ଯାତ୍ରୀଙ୍କ ଗୁଳିରେ ଦୁର୍ବୁତ୍ତ ମୃତ: ରିପୋର୍ଟ

ନୂଆଦିଲ୍ଲୀ,୧୮।୪: ନିଉ ୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ବେଲିଜରେ ଗୁରୁବାର ଜଣେ ଛୁରୀ ଧରିଥିବା ଆମେରିକୀୟ ନାଗରିକ ଟ୍ରପିକ ଏୟାରର ଏକ ଛୋଟ ବିମାନ ଅପହରଣ...

Elon musk Child Plan: ଲିକ ହେଲା ମସ୍କଙ୍କ ଅଧିକ ସନ୍ତାନ ଜନ୍ମ କରିବାର ପ୍ଲାନ, ଲୋକେ କହିଲେ ଗଢୁଛନ୍ତି ନିଜର ସେନା, ଜାଣନ୍ତୁ…

ଓ୍ବାଶିଂଟନ,୧୮।୪: ଏଲୋନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ଟେସଲା ଏବଂ ସ୍ପେସଏକ୍ସ ଭଳି ଉଦ୍ଭାବନ ପରେ, ତାଙ୍କର ଧ୍ୟାନ ଏବେ ଅଧିକ ସନ୍ତାନ ଜନ୍ମ...

ବିଭିନ୍ନ ଦାବି ନେଇ ଗର୍ଜିଲେ କେନ୍ଦୁପତ୍ର ତୋଳାଳି

ଦେବଗଡ଼ ,୧୮।୪,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ କେନ୍ଦୁପତ୍ର ଡିଏଫଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦେବଗଡ଼ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ...

କଟକ, ଭୁବନେଶ୍ୱର, ପୁରୀ ମଧ୍ୟରେ ଚାଲିବ ୩୦ ସେକେଣ୍ଡରେ ଚାର୍ଜ ହେଉଥିବା ହାଇ-ଟେକ୍ ଇଲେକ୍ଟ୍ରିକ ବସ୍

ଭୁବନେଶ୍ୱର,୧୮।୪: ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ...

ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ ଓଡ଼ିଶା: ବାଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ରୁଦ୍ର ସେଠୀ(୨୪) ଆନ୍ଧ୍ର ପ୍ରଦେଶ ସୋମପେଣ୍ଠା ସହର ନିକଟ ଜାତୀୟ ରାଜପଥରେ ସଡକ...

Baba Vanga Predictions: ସୂର୍ଯ୍ୟ ପାଲଟିବ ବରଫ ପିଣ୍ଡୁଳା! ପୃଥିବୀରେ ହେବ ପ୍ରଳୟ, ବାବା ଭେଙ୍ଗାଙ୍କ ଆଉ ଏକ ଭୟଙ୍କର ଭବିଷ୍ୟବାଣୀ

ସୋଫିଆ: ବୁଲଗେରିଆର ବାବା ଭେଙ୍ଗା ତାଙ୍କ ଜୀବନକାଳ ମଧ୍ୟରେ ଶହ ଶହ ଭବିଷ୍ୟବାଣୀ କରିଛନ୍ତି, ସେଥିମଧ୍ୟରୁ ଅନେକ ସତ୍ୟ ହୋଇଛି ଏବଂ କିଛି ଭୁଲ ପ୍ରମାଣିତ...

ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମା’ ଚାମୁଣ୍ଡା ମନ୍ଦିର ନିକଟ ଏକ ତୋଟାରୁ ଶୁକ୍ରବାର ସକାଳେ ପ୍ରାୟ ୫୫ ବର୍ଷୀୟା ବୃଦ୍ଧାଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image