Categories: Video

Son unable to attend father’s funeral | ମୃତ ବାପାଙ୍କୁ କାନ୍ଧରେ ନେଇ ପାରିଲେନି ପୁଅ

Prabhakar Kori from Madhya Pradesh is stuck at Rajkhariar town of Nuapada district amid the lockdown imposed in view of coronavirus outbreak. He has not been able to attend his father’s funeral ceremony amid the ban and has requested Chief Minister Naveen Patnaik to arrange for his travel.

ଲକଡାଉନ ନିୟମ ପାଇଁ ମଧ୍ୟପ୍ରଦେଶର ପ୍ରଭାକର କୋରି ଅଟକିଛନ୍ତି ରାଜଖରିଆରରେ । ବାପାଙ୍କ ମୃତ୍ୟୁ ସମୟରେ ନା ନେଲେ କାନ୍ଧରେ ନା ଦେଇପାରିଲେ ମୁଖାଗ୍ନି । ସୁଦ୍ଧି କାର୍ଯ୍ୟରେ ପହଂଚିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ ।