ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ…

ନୂଆଦିଲ୍ଲୀ,୩ା୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।

ସୋମବାର ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଫଳାଫଳ ଏକ୍‌ଜିଟ୍‌ ପୋଲ ସହିତ ସମ୍ପୂର୍ଣ୍ଣ ବିପରୀତ ହେବ। ବାସ୍ତବରେ ବିରୋଧୀ ସଂଗଠନ ‘ଇଣ୍ଡିଆ’ ଦାବି କରୁଛି ଯେ, ଏହା ସର୍ବସାଧାରଣ ନିର୍ବାଚନ ପୋଲ୍‌ରେ ୨୯୫ଟି ଆସନ ପାଇଛି।

ନିକଟରେ ଇଣ୍ଡିଆ ମେଣ୍ଟର ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି କଥାକୁ ଦୋହରାଇଛନ୍ତି। ଖାର୍ଗେ ତାଙ୍କ ବାସଭବନରେ ଇଣ୍ଡିଆ ମେଣ୍ଟର ଏକ ବୈଠକ କରି ପ୍ରାୟ ଅଢ଼େଇ ଘଣ୍ଟା ଧରି କହିଛନ୍ତି, ଏହି ମିଳିତ ମେଣ୍ଟକୁ ଅତି କମରେ ୨୯୫ଟି ସିଟ୍‌ ମିଳିବ।

ସୂଚନାଯୋଗ୍ୟ, ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ବିରୋଧୀ ଦଳ ‘ଇଣ୍ଡିଆ’ ପାଇଁ ଏକ ବିପର୍ଯ୍ୟୟର ପୂର୍ବାନୁମାନ କରିଛି। ସର୍ଭେରେ କୁହାଯାଇଛି ଯେ, ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୁଣି କ୍ଷମତାକୁ ଫେରିବ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର କିମ୍ବା ସାଙ୍ଗସାଥୀ ଛାଡିବାକୁ ଆଉ ଯାଇପାରିବେନି ରେଲଓ୍ବେ ଷ୍ଟେଶନ, ଭାରତୀୟ ରେଲଓ୍ବେର ବଡ଼ ନିଷ୍ପତ୍ତି!

ମୁମ୍ବାଇ,୧୮।୪: ମୁମ୍ବାଇର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପଶ୍ଚିମ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଚର୍ଚଗେଟ, ମରିନ ଲାଇନ୍ସ ସମେତ...

ଚନ୍ଦନ ଯାତ୍ରାରେ ଏଥର ବାଣ ମନା

ପୁରୀ,୧୮ା୪: ଚଳିତବର୍ଷ ପୁରୀ ଚନ୍ଦନ ଯାତ୍ରାରେ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶୁକ୍ରବାର ସୂଚନା ଦେଇଛନ୍ତି। ଭକ୍ତ...

ନଦୀରେ ନାହିଁ ବାଲି, ଗଛଲତାରେ ଭରିଗଲାଣି

ଭଞ୍ଜନଗର,୧୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣଯନ୍ତ୍ରୀଙ୍କ ଅଧୀନରେ ଥିବା ଅନେକ ନଦୀରେ ଗଛ ପୂର୍ଣ୍ଣ ହୋଇଯାଉଛି। ବର୍ଷବର୍ଷ ଧରି କାଶତଣ୍ଡୀ ଫୁଲର...

ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି...

ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ...

Tahawwur Rana: ପ୍ରଥମେ ମାଗିଲେ ପେନ-ପେପର-କୁରାନ, ଏବେ ଡିମାଣ୍ଡ କରୁଛନ୍ତି ନନଭେଜ…

ନୂଆଦିଲ୍ଲୀ,୧୮।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ NIA ନିରନ୍ତର ପଚରାଉଚରା କରୁଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତହଉର ରାଣା ତାଙ୍କ...

ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ

କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି...

‘ମୁଁ ଚହଲଙ୍କୁ ଚଣ୍ଡିଗଡ଼ରେ ଭେଟିଛି’ ୧୬ ବର୍ଷ ତଳର ଫଟୋ ଶେୟାର କରି PBKSର ସହ ମାଲିକାଣୀ Preity Zinta କହିଛନ୍ତି…

ନୂଆଦିଲ୍ଲୀ,୧୮।୪: ପ୍ରୀତି ଜିଣ୍ଟା ବଲିଉଡର ଏକ ଜଣାଶୁଣା ନାମ। ପ୍ରଶଂସକମାନେ ତାଙ୍କୁ ଡିମ୍ପଲ ଗର୍ଲ ଭାବରେ ମଧ୍ୟ ଜାଣନ୍ତି। Preity Zinta ତାଙ୍କ କ୍ୟାରିୟରରେ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image