କନସର୍ଟ ବେଳେ Sonu Nigamଙ୍କ ଉପରକୁ ବୋତଲ-ପଥର ଫିଙ୍ଗିଲେ ପ୍ରଶଂସକ, ଅଧାରୁ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ଉପରକୁ ବୋତଲ, ପଥର ଫିଙ୍ଗିଲେ ପ୍ରଶଂସକ। କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ଦିଲ୍ଲୀରେ ଏକ କନସର୍ଟ କରିବାକୁ ଥିବା ବେଳେ ଏହାକୁ ଅଧାରେ ରୋକିବାକୁ ପଡ଼ିଛି। ଘଟଣାର ଏକାଧିକ ଭିଡିଓ ଭାଇରାଲ ହେଉଥିବା ବେଳେ ଅନେକେ ସୋନୁଙ୍କ ସପକ୍ଷରେ ବାହାରିଛନ୍ତି।

ରିପୋର୍ଟ ମୁତାବକ, ଦିଲ୍ଲୀ ପ୍ରାଦ୍ୟୋଗିକ ବିଶ୍ୱବିଦ୍ୟାଳୟ(ଡିଟିୟୁ)ରେ ସୋନୁଙ୍କ କନସର୍ଟ ଥିଲା। ଏହାକୁ ସେ ବେଶ ଉତ୍ସାହର ସହ ଆରମ୍ଭ କରିଥିଲେ। ତାଙ୍କୁ ଦେଖିବା ଲାଗି ସେଠାରେ ଲକ୍ଷାଧିକ ଛାତ୍ରୀଛାତ୍ର ଏକାଠିହୋଇଥିଲେ। ମାତ୍ର କନସର୍ଟ ଅଧାରେ କିଛି ଲୋକ ମଞ୍ଚ ଉପରକୁ ପଥର ଏବଂ ବୋତଲ ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଏହାଦେଖି ସୋନୁ ବହୁତ ଖପ୍ପା ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସେ କନସର୍ଟକୁ ଅଧାରୁ ରୋକିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବର୍ଷ ବୟସରେ ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ କଲେ ଆମିର

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ୍‌। ପୂର୍ବରୁ ତାଙ୍କର କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲା। ହେଲେ ଏବେ...

ଐଶ୍ୱର୍ଯ୍ୟାଙ୍କ କାରକୁ ଧକ୍କା ଦେଲା ବସ୍, ଭିଡିଓ ଭାଇରାଲ୍: ଲୋକେ କହିଲେ- ‘ଯଦି ଜୟା ବଚ୍ଚନ ସେଠାରେ ଥାଆନ୍ତେ…’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର...

ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା !

ହାଇଦ୍ରାବାଦ: ଟଲିଉଡ୍‌ ଷ୍ଟାର ପ୍ରଭାସ ‘ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚେଲର’ ମଧ୍ୟରୁ ଜଣେ। ପ୍ରାୟତଃ ତାଙ୍କର ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ସହ ଅଭିନେତ୍ରୀ...

ସରନେମ ବଦଳାଇ ଚର୍ଚ୍ଚାକୁ ଆସିଲେ ରାଜ ବବରଙ୍କ ପୁଅ

ମୁମ୍ବାଇ: କିଛିଦିନ ହେବ ଅଭିନେତା ଏବଂ ରାଜନେତା ରାଜ ବବର ଏବଂ ତାଙ୍କ ପୁଅ ପ୍ରତୀକଙ୍କ ମଧ୍ୟରେ ସମ୍ପର୍କ ନାହିଁ ବୋଲି କୁହାଯାଉଛି। ହଁ, ଏହି...

ଦିଶା ସାଲିଆନ ମୃତ୍ୟୁ: ଆଦିତ୍ୟ ଠାକ୍‌ରେ, ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା

ମୁମ୍ବାଇ,୨୬।୩: ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଅଭିନେତା ଡିନୋ ମୋରିଆ...

ସଲମାନ ହିନ୍ଦୁ ନା ମୁସଲମାନ? ଏକଥା ଖୋଲାଖୋଲି କହିଲେ ତାଙ୍କ ବାପା…

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସିକନ୍ଦର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁପରଷ୍ଟାରଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ଇଦ୍‌ ଅବସରରେ...

ଲାଇଭ୍‌ ଶୋ’ରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର, ଏହି ଭୁଲ ପାଇଁ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍‌ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି...

ଦୁର୍ଘଟଣାରେ ଆହତ ହେଲେ ସୋନୁ ସୁଦଙ୍କ ଧର୍ମପତ୍ନୀ

ମୁମ୍ବାଇ,୨୫।୩: ବଲିଉଡ ଅଭିନେତା ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ଅଭିନେତାଙ୍କ ପତ୍ନୀଙ୍କର ମୁମ୍ବାଇ-ପୁଣେ ରାଜପଥରେ ଏକ ଭୟଙ୍କର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image