ସୋନୁଙ୍କୁ ଭେଟିବା ପାଇଁ ସାଇକେଲରେ ବିହାରରୁ ମୁମ୍ବାଇ…

ପାଟଣା, ୨୩।୧୧-ପ୍ରବାସୀମାନଙ୍କ ପାଇଁ ଲକ୍‌ଡାଉନ ସମୟରେ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ବିହାରରୁ ସାଇକେଲ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ନାଁ ଅରମାନ। ମୁମ୍ବାଇରେ ସୋନୁଙ୍କୁ ଭେଟିବା ସହ ଧନ୍ୟବାଦ ଜଣାଇବା ପାଇଁ ଅରମାନ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି।
ଅରମାନ କହିଛନ୍ତି, ସୋନୁଙ୍କ ଠିକଣା ବିଷୟରେ ଜଣାନାହିଁ। ମାତ୍ର ମୁମ୍ବାଇରୁ ଖାଲି ହାତରେ ଫେରିବି ନାହିଁ ବୋଲି ଆଶାବାଦୀ ଅଛି। ଏହି ଭିଡିଓକୁ ଦୀପକ ପାଟନା ନାମକ ଜଣେ ବ୍ୟକ୍ତି ଟୁଇଟ କରିଛନ୍ତି। ଏହାପରେ ସୋନୁ ଏହି ଭିଡିଓକୁ ଦେଖି ରି-ଟୁଇଟ କରିଛନ୍ତି। ସୋନୁ ଲେଖିଛନ୍ତି, ଖାଲି ହାତରେ ଆପଣ ଫେରିବେନି। ଆଲିଙ୍ଗନ ପାଇ ଫେରିବ। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଦେଶରେ ଲକଡାଉନ ସମୟରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବାରେ ସୋନୁ ସମସ୍ତ ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ପ୍ରଥମଥର କେବେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ: ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ୧୯୪୭ ମସିହାରେ ଭାରତରୁ ଅଲଗା ହେବା ପରେ ପାକିସ୍ତାନ ଏକ ନୂତନ ଦେଶ ହୋଇଥିଲା। ସେବେଠାରୁ, ଉଭୟ ଦେଶ ପରସ୍ପରର ଶତ୍ରୁ ହୋଇ ରହିଛନ୍ତି।...

ଭାରତରେ ତିଆରି ହୋଇଛି ବିନା ସିମେଣ୍ଟରେ ଦୁନିଆର ପ୍ରଥମ ବିଳାସପୂର୍ଣ୍ଣ ମହଲ, ଜାଣିଲେ…

ଘର, ବାଣିଜି୍ୟକ କୋଠା ଏବଂ ଉଚ୍ଚ କୋଠା ନିର୍ମାଣ ପାଇଁ ଏକ ବିଶେଷ ତଥା ଦୃଢ଼ କଂକ୍ରିଟର ଆବଶ୍ୟକ। ଯାହା ଇଟା, ପଥର, ବଜୁରି, ବାଲି,...

ପୁଣି ଐଶର୍ଯ୍ୟାଙ୍କୁ ନେଇ ବଡ଼ ଖୁଲାସା କଲେ ଅଭିଷେକ, କହିଲେ ସେ ଫୋନରେ…

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଚର୍ଚ୍ଚିତ କପଲଙ୍କ ମଧ୍ୟରୁ ଜଣେ। ଯଦିଓ ଗତବର୍ଷ ଏହି ଦମ୍ପତିଙ୍କ ମଧ୍ୟରେ ଛାଡପତ୍ରର ଗୁଜବ...

୬ ବର୍ଷ କାମ ନ କରି ମିଳିଲା ୩୬ ଲକ୍ଷ ଟଙ୍କା ଦରମା

ମାଡ୍ରିଡ୍‌: ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବହୁ ଲୋକଙ୍କୁ ଭ୍ରମଣ ପାଇଁ ଛୁଟି ମିଳି ନ ଥାଏ। ସେହିପରି...

ପୁଣି ବାପା ହେବେ କି ରଣବୀର: ଦେଲେ ସଙ୍କେତ

ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ...

୩୦ ହଜାର ଟଙ୍କା ଅଧିକ ଦରମାରେ ଆସି ପଶ୍ଚାତାପ କଲେ କର୍ମଚାରୀ, ସୋସିଆଲ ମିଡିଆରେ କହିଲେ ମୁଁ ବରବାଦ ହୋଇଗଲି

ଅଧିକାଂଶ ଟେକ୍‌ ପ୍ରଫେଶନାଲ ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରେ କାମ କରନ୍ତି ଏବଂ ମାସିକ ମୋଟା ଅଙ୍କର ଦରମା ବି ପାଆନ୍ତି। ବେଙ୍ଗାଲୁରୁ ଏହି ଟେକ୍‌...

ଓଡ଼ିଶାର ଟପ୍ ୧୦ ମନ୍ଦିର

ଓଡ଼ିଶାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ସ୍ଥାପତ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା। ନିମ୍ନରେ ଓଡ଼ିଶାର ଶ୍ରେଷ୍ଠ ୧୦ଟି ମନ୍ଦିରର ତାଲିକା...

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ? ଚମକାଇ ଦେଇଛି ବିଗ ବିଙ୍କ ଲାଟେଷ୍ଟ ପୋଷ୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ। ତଥାପି,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image