ଭାରତର ଅର୍ଥବ୍ୟବସ୍ଥାକୁ ପ୍ରଶଂସା କଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୨୦।୭: ଭାରତର ଅର୍ଥବ୍ୟବସ୍ଥାକୁୁ ପ୍ରଶଂସା କରିଛି ଦକ୍ଷିଣ ଆଫ୍ରିକା। ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ନକୋସାଜାନା ଡାଲାମିନି-ଜୁମା କହିଛନ୍ତି, ଭାରତୀୟ ସଭ୍ୟତା ହଜାରେ ବର୍ଷ ପୁରୁଣା। ବର୍ତ୍ତମାନ ଭାରତ ଉପନିବେଶବାଦରୁ ଟେକ୍ନୋଲୋଜିରେ ଶକ୍ତିଶାଳୀ ହେବାକୁ ଯାଉଛି।

Share