ପ୍ରକୃତି ଛାଡି ପାରୁନି ଉତ୍ତର କୋରିଆ, ପୁଣିଥରେ କଲା ବାଲିଷ୍ଟିକ ମିଶାଇଲ ପରୀକ୍ଷା

ସିଓଲ,୨୩ ।୧୨: ମିଶାଇଲ ପରୀକ୍ଷଣ ଓ ଅନ୍ୟକୁ ନାଲି ଆଖି ଦେଖାଇବା ଭଳି ବ୍ୟବହାର କରୁଥିବା ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କ ପୁରୁଣା ପ୍ରକୃତିକୁ ପୁଣି ଦୋହରାଇଛନ୍ତି । ଖବର ଅନୁଯାୟୀ, ଉତ୍ତର କୋରିଆ ପୁଣି ମିଶାଇଲ ପରୀକ୍ଷା କରିଛି । ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି କି ଉତ୍ତର କୋରିଆ ତା’ର ପୂର୍ବ ଜଳ କ୍ଷେତ୍ରରେ ଆଉ ଏକ ବାଲିଷ୍ଟିକ ମିଶାଇଲ ପରୀକ୍ଷା କରିଛି ।

Share