Categories: ଖେଳ

ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଚାମ୍ପିଅନ୍‌

ବେଙ୍ଗାଲୁରୁ,୧୬।୭: ଦକ୍ଷିଣାଞ୍ଚଳ ଚଳିତବର୍ଷ ଦୁଲିପ ଟ୍ରଫି ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍‌ରେ ପରାସ୍ତ କରି ଦଳ ଟାଇଟେଲ ଜିତିଛି। ହନୁମା ବିହାରୀଙ୍କ ନେତୃତ୍ୱଧୀନ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ୱିତୀୟ ଇନିଂସରେ ୨୩୦ରନ ସଂଗ୍ରହ କରିଥିଲା। ପଶ୍ଚିମାଞ୍ଚଳ ଦଳ ପ୍ରଥମ ଇନିଂସରେ ୧୪୬ ରନ ସ୍କୋରରେ ଅଲଆଉଟ୍‌ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ୨୨୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

Share