Categories: ବାଣିଜ୍ୟ

୩୦୦ କର୍ମଚାରୀଙ୍କ ଛଟେଇ କଲା ସ୍ପିନି

ନୂଆଦିଲ୍ଲୀ,୪।୮: ଛଟେଇ କରିଛି ଗୁରୁଗାଓଁ ସ୍ଥିତ ବ୍ୟବହାର ହୋଇଥିବା କାର୍‌ ଷ୍ଟାଟ୍‌ଅପ୍‌ ସ୍ପିନି। ପ୍ରାୟ ୩୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିସାରିଛି। ଏହା ତାର ମୋଟ କର୍ମଚାରୀଙ୍କ ପ୍ରାୟ ୫% ଅଂଶ ବୋଲି କୁହାଯାଉଛି। ଆଗାମୀ ଦିନରେ କମ୍ପାନୀ ଏହାର ଷ୍ଟ୍ରକ୍ଚରରେ ପରିବର୍ତ୍ତନ ଆଣିବାକୁ ଯାଉଥିବାରୁ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ସ୍ପଷ୍ଟ କରାଯାଇଛି।

Share