Categories: ଖେଳ

ଆଇପିଏଲ୍‌ ୨୦୨୩: ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ,୧୮।୪: ସୋମବାର ଆଇପିଏଲ୍‌ ୨୦୨୩ର ସିଜିନ ୧୬ର ୨୫ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ
ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏ ପରାଜୟ ପରେ ଲଗାତାର ୨ ଲେଖାଏ ବିଜୟ ହୋଇଛନ୍ତି। ଉଭୟ ଦଳ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ମୁମ୍ବାଇ ରନ ରେଟ୍‌ ଆଗରେ ରହି ଟେବୁଲର ଅଷ୍ଟମ ଏବଂ ହାଇଦ୍ରାବାଦ ନବମରେ ରହିଛି।

Share