Categories: ଖେଳ

ଏସଆରଏଚ ବନାମ ଆରଆର: ଭୁବନେଶ୍ୱର କୁମାର ସଞ୍ଜୁ ସାମସନ ମୁକାବିଲା…

ହାଇଦ୍ରାବାଦ,୨।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଚତୁର୍ଥ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟିଡିୟମରେ ଅପରାହ୍ନ ୩ଟା ୩୦ରେ ଖେଳାଯିବ। ଏସଆରଏଚ ଅଧିନାୟକ ଭୁବନେଶ୍ୱର କୁମାର ଏବଂ ଆରଆର ଅଧିନାୟକ ସଞ୍ଜୁ ସାମସନ ମୁକାବିଲା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଦଳରେ ଗ୍ଲେନ ଫିଲିପ୍ସ (ଓ୍ବିକେଟ କିପର), ଭୁବନେଶ୍ୱର କୁମାର (ଅଧିନାୟକ), ହ୍ୟାରି ବ୍ରୁକ, ମାୟାନକ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଅବଦୁଲ ସମାଦ, ଅଭିଷେକ ଶର୍ମା, ୱାଶିଂଟନ ସୁନ୍ଦର, ଆଦିଲ ରସିଦ, ଆକିଲ ହୋସେନ, ଉମରନ ମଲିକ, ଟି ନାଟାରାଜନ, ସମରଥ ଭାୟାସ, ଅନମୋଲପ୍ରୀତ ସିଂ, ମାୟାନକ ଦାଗର , ଉପେନ୍ଦ୍ର ଯାଦବ, ମୟଙ୍କ ମାର୍କାଣ୍ଡେ, କାର୍ତ୍ତିକ ତ୍ୟାଗି, ସାନବୀର ସିଂ, ଫଜଲହକ ଫାରୁକି, ନୀତୀଶ ରେଡ୍ଡୀ, ଭାଇବ୍ରାଣ୍ଟ ଶର୍ମା ପ୍ରମୁଖ ରହିଛନ୍ତି।

ସେହିପରି ରାଜସ୍ଥାନ ରୟାଲ୍ସ ଦଳରେ ସଞ୍ଜୁ ସାମସନ (ଅଧିନାୟକ, ଓ୍ବିକେଟ କିପର), ଯଶସୱୀ ଜୈସ୍ବାଲ, ଜୋସ ବଟଲର୍‌, ଦେବଦତ୍ତ ପାଦିକ୍କାଲ, ଶିମ୍ରନ ହେଟମିୟର, ରିୟାନ ପାରାଗ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଓବେଡ ମ୍ୟାକକୋଇ, ୟୁଜଭେନ୍ଦ୍ର ଚହଲ, ସନ୍ଦୀପ ଶର୍ମା, କୁନାଲ ସିଂ ରାଠୋର, ଅବଦୁଲ ବାସିଥ, ଡୋନାଭ ଫେରିରା, ଧ୍ରୁଭ ଜୁରେଲ, କୁଲଦୀପ ସେନ, କୁଲଦୀପ ଯାଦବ, କେଏମ ଆସିଫ, କେସି କାରିଆପ୍ପା, ଆକାଶ ଭସିଷ୍ଟ, ନବଦୀପ ସାଇନି, ମୁରୁଗାନ ଅଶ୍ୱିନ, ଆଦାମ ଜାମ୍ପା, ଜେସନ ହୋଲ୍ଡର, ଜୋ ରୁଟ ପ୍ରମୁଖ ଅଛନ୍ତି।

Share