Categories: ଖେଳ

ବାଂଲାଦେଶ ଆଗରେ ୨୮୦ ରନ୍‌ର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬।୧୧: ବିଶ୍ୱକପ ୨୦୨୩ର ୩୮ ତମ ମ୍ୟାଚରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ତେବେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ବାଂଲାଦେଶ ବିପକ୍ଷରେ ୪୯.୩ ଓଭରରେ ୨୭୯ ରନ୍‌ରେ ସୀମିତ ରହିଛି। ଫଳରେ ବାଂଲାଦେଶ ପାଇଁ ୨୮୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

 

Share