Categories: ଖେଳ

ବିଶ୍ୱ କପ ପାଇଁ କ୍ୱାଲିଫାଏ କଲା ଶ୍ରୀଲଙ୍କା…

ହାରାରେ,୨।୭ : ଏଥର ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଜିମ୍ବାୱେରେ କ୍ୱାଲିଫାୟର ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ବର୍ତ୍ତମାନ ଆଉ ଏକ ଦଳ ଯୋଗ୍ୟତା ଅର୍ଜନ କରିବା ଆବଶ୍ୟକ। ଦୁଇଥର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଦଳ ସ୍କଟଲ୍ୟାଣ୍ଡଠାରୁ ପରାଜିତ ହେବା ପରେ ବିଶ୍ୱକପ କ୍ୱାଲିଫାୟରରୁ ବାହାରି ଯାଇଛି। ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ଦଳ ଏକଦିବସୀୟ ବିଶ୍ୱକପରେ ଖେଳିବ ନାହିଁ।

 

Share