Categories: ଖେଳ

ଟସ ଜିତିଲା ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି, ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ…

ନୂଆଦିଲ୍ଲୀ,୭।୧୦: କ୍ରିକେଟ ବିଶ୍ୱକପର ଚତୁର୍ଥ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ସାନୁଦ ଶାନାକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ଅଧିନାୟକ ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଛି। ଦ

କ୍ଷିଣ ଅଫ୍ରିକା ଦଳ ପ୍ରାରମ୍ଭିକ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ଅଧିନାୟକ ନେମ୍ବାଙ୍କୁ ଦିଲଶାନ ମଧୁଶାଙ୍କା ଏଲବିଡବ୍ଲ୍ୟ କରି ପାଭିଲିୟନକୁ ଫେରାଇ ଦେଇଛନ୍ତି।

Share