ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩ ଜଣ ଥିବା ବେଳେ ରାୟଗଡ଼ା, ସମ୍ବଲପୁରରୁ ୨ ଲେଖାଏ ମୃତକ ଅଛନ୍ତି। ସେହିଭଳି ବାଲେଶ୍ୱର, ଖୋର୍ଦ୍ଧା ମାଲକାନଗିରିରୁ ଜଣେ ଲେଖାଏଙ୍କ ମୃତ୍ୟୁ ଘଟିଛି।
Regret to inform the demise of Nine #COVID19 positive patients while under treatment in hospitals.
1. A 62-year old male of Balasore district who was also suffering from Carcinoma Prostate with bone metastasis.
— H & FW Dept Odisha (@HFWOdisha) August 18, 2020
2. An 81-year old female of Bhubaneswar who was also suffering from Diabetes, Hypertension.
3. A 68-year old male of Ganjam who was also suffering from Coronary Artery Disease, Hypertension, Parkinsonism, Obstructive Sleep Apnea.
4. A 68-year old female of Ganjam district.
— H & FW Dept Odisha (@HFWOdisha) August 18, 2020
5. A 79-year old male of Ganjam district.
6. A 61-year old male of Malkangiri district who was also suffering from Diabetes & hypertension & Bronchial Asthma.
7. A 65-year old male of Rayagada district.
— H & FW Dept Odisha (@HFWOdisha) August 18, 2020
8. A 68-year old male of Rayagada district who was also suffering from hypertension.
9. A 42-year old male of Sambalpur district.
— H & FW Dept Odisha (@HFWOdisha) August 18, 2020
ତେବେ ଏହାକୁ ମିଶାଇ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୮ ହୋଇଥିବା ବେଳେ ଖୋର୍ଦ୍ଧାରେ ଏହା ୪୯ରେ ପହଞ୍ଚିଛି। ସେହିଭଳି ରାୟଗଡ଼ାରେ ୧୭, ବାଲେଶ୍ୱର ଓ ସମ୍ବଲପୁରରେ ୮, ଓ ମାଲକାନଗିରିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।