Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଏହି ଷ୍ଟାର ଖେଳାଳି

ଲଣ୍ଡନ,୧୪।୮: ୨୦୨୩ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩ ଥର ଆସେସ ସିରିଜ ବିଜେତା ଷ୍ଟିଭେନ ଫିନ ୨୦୧୦ରୁ ୨୦୧୭ ପର୍ଯ୍ୟନ୍ତ ୩୬ ଟେଷ୍ଟ ମ୍ୟାଚ ଖେଳି ୧୨୫ ଉଇକେଟ୍‌, ୬୯ଟି ଦିନିକିଆ ମ୍ୟାଚରେ ୧୦୨ ଉଇକେଟ୍‌ ଏବଂ ୨୧ ଟି-୨୦ରେ ମ୍ୟାଚରେ ୨୭ ଉଇକେଟ୍‌ ନେଇଛନ୍ତି।

 

Share