ବୁଖାରୀଙ୍କୁ  ୫ ଦିନିଆ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଯାଜପୁର, ୧୮।୧୨: କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀଙ୍କୁ  ମଙ୍ଗଳବାରଠାରୁ  ୫ ଦିନିଆ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌ । ଏ ନେଇ ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି (କୋର୍ଟ)ରେ  ୭ ଦିନିଆ  ରିମାଣ୍ଡ ଆବେଦନ କରିଥିଲା । ମାତ୍ର  ୫ ଦିନକୁ ଅନୁମତି ମିଳିଛି।
ଅନ୍ୟପକ୍ଷେ, ରଗଡି ସବ୍‌ ଜେଲ୍‌ର ସୁପରିଟେଣ୍ଡେଣ୍ଟଙ୍କ ଆବେଦନ କ୍ରମେ କଡ଼ା ସୁରକ୍ଷା ଜେଲ୍‌ରୁ ସ୍ଥାନାନ୍ତର ହେବେ ଇସାନ ।
Share