ଏବେ ବି ବଞ୍ଚତ୍ଛି: ପୋପ୍‌

ରୋମ୍‌, ୧।୪: ପୋପ୍‌ ଫ୍ରାନ୍ସିସ୍‌ ଶନିବାର ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଭାଟିକାନ୍‌ ଫେରିଛନ୍ତି। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ସମୟରେ ପୋପ୍‌ କହିଛନ୍ତି, ମୁଁ ଏବେ ବି ବଞ୍ଚତ୍ଛି। ଶ୍ୱାସକ୍ରିୟାରେ ଅସୁବିଧା ବୋଧ କରିବା ପରେ ବୁଧବାର ୮୬ ବର୍ଷୀୟ ପୋପ୍‌ଙ୍କୁ ରୋମ୍‌ସ୍ଥିତ ଗେମେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ହସ୍ପିଟାଲରୁ ବାହାରିବା ସମୟରେ ସେ ଓ୍ବାକିଂ ଷ୍ଟିକ୍‌ ଧରି ଯାଉଥିବାର ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଖବରଦାତାଙ୍କୁ ପ୍ରତିକ୍ରିୟା ଦେଇ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଜିତିବା ପରେ ଚାଇନାର ବଢିଲାଣି ଟେନଶନ, ବିଶ୍ୱରେ ହଲଚଲ

ଓ୍ବାଶିଂଟନ୍‌,୬।୧୧: ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନରେ ବାଜି ମାରି ନେଇଛନ୍ତି। ସେ ଦେଶର ୪୭ତମ ରାଷ୍ଟ୍ରପତି ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ଟ୍ରମ୍ପ ଡେମୋକ୍ରାଟିକ...

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖାସ୍‌ ବାର୍ତ୍ତା ପଠାଇଲେ ମୋଦି, ଏକ୍ସରେ ଲେଖିଲେ…

ନୂଆଦିଲ୍ଲୀ, ୬।୧୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ...

ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ପ୍ରଥମ ଦିନରେ ନେବେ ବଡ଼ ନିଷ୍ପତ୍ତି: ହୋଇଗଲା ଖୁଲାସା

ଓ୍ବାଶିଂଟନ୍‌,୬।୧୧: ୪ ବର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବାକୁ ଯାଉଛନ୍ତି। ସେ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ସରକାରୀ...

ନିର୍ବାଚନରେ ଜିତିବା ପରେ ଆସିଲା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା, କହିଦେଲେ ଏମିତି…

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବହୁମତ ମିଳିଛି। ଏହା ପରେ ସେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ରମ୍ପ ଆମେରିକାର ଲୋକଙ୍କୁ ଧନ୍ୟବାଦ...

ଟ୍ରମ୍ପ ରାଷ୍ଟ୍ରପତି ହେବା ପୂର୍ବରୁ ହେଲା ବଡ଼ ଖେଳ! ରାତାରାତି ବଦଳିଗଲା…

ଓ୍ବାଶିଂଟନ୍‌,୬।୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପକୁ ବହୁମତ ମିଳିଛି। ସେ ତାଙ୍କ ସମର୍ଥକଙ୍କୁ ଆଜି ସମ୍ବୋଧିତ...

ଆମେରିକାରେ ରାଜା କିଏ? ଗଧ ନା ହାତୀ, ଚମକାଇଲା ପୋଲ୍‌ ଅଫ୍‌ ମହାପୋଲ୍‌ର ସର୍ଭେ

ଓ୍ବାଶିଂଟନ୍‌,୬।୧୧: ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ମଧ୍ୟରୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଯେଉଁଠାରେ ଦୁଇ ଜଣଙ୍କ ମଧ୍ୟରେ ଏକ ଜୋରଦାର...

ଟ୍ରମ୍ପ ହେବେ ରାଷ୍ଟ୍ରପତି! ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ନଭେମ୍ବର ୬, ୨୦୨୪ରେ ସମ୍ବୋଧିତ କରିବେ। ଏଥି ସହିତ...

ଡୋନାଲ୍ଡ ଟ୍ରମ୍ପ ହେବେ ଆମେରିକାର ରାଷ୍ଟ୍ରପତି! ମିଳିଲା ବହୁମତ

ଓ୍ବାଶିଂଟନ୍‌,୬।୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପକୁ ବହୁମତ ମିଳିଛି। ସେ ତାଙ୍କ ସମର୍ଥକଙ୍କୁ ଆଜି ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri