ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍‌ ଖାନ୍‌ ଏବଂ ଆମୀର ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ଏକଦା ସେ ଭାଇ ଅଭିଷେକ ବଚ୍ଚନଙ୍କ ସହ ’କଫି ଓ୍ବିଥ୍‌ କରଣ ଶୋ’ରେ ପହଞ୍ଚି ଏହା କହିଥିଲେ।
ସେ କହିଥିଲେ ଯେ, ୧୯୮୯ରେ ଯେତେବେଳେ ଫିଲ୍ମ ‘ମୈନ ପ୍ୟାର୍‌ କିୟା’ ରିଲିଜ୍‌ ହୋଇଥିଲା ସେତେବେଳେ ଶ୍ୱେତା ଦଶମ ଶ୍ରେଣୀରେ ଏକ ବୋର୍ଡିଂ ସ୍କୁଲରେ ପଢ଼ୁଥିଲେ। ଶ୍ୱେତା ଏହି ଫିଲ୍ମକୁ ଭିସିଆରରେ ଦେଖିଥିଲେ। ଏହା ପରେ ଫିଲ୍ମରେ ସଲମାନ ପିନ୍ଧିଥିବା ଟୋପି (ଫ୍ରେଣ୍ଡ ଲେଖାଥିବା) ଭାଇ ଅଭିଷେକଙ୍କ ହାତରେ ମଗାଇଥିଲେ।
ଶ୍ୱେତା ସଲମାନ୍‌ଙ୍କର ଯେତେକି ପ୍ରଶଂସଙ୍କ ଥିଲେ ଆମିରଙ୍କର ମଧ୍ୟ ଠିକ୍‌ ସେତିକି। ଏକଥା ଆମିର ଯେବେ ଜାଣିବାକୁ ପାଇଥିଲେ ବହୁତ ଖୁସି ହୋଇଯାଇଥିଲେ।
କେବଳ ଏତିକି ନୁହେଁ, ଆମିର ପ୍ରତିବର୍ଷ ଶ୍ୱେତାଙ୍କୁ ତାଙ୍କ ଜନ୍ମଦିନରେ ଚିଠି ମଧ୍ୟ ଲେଖିଥାନ୍ତି।
ଶ୍ୱେତା କୁହନ୍ତି, ଏହାର କାରଣ ଆମୀର ଏବଂ ଶ୍ୱେତାଙ୍କ ଜନ୍ମଦିନ। ଆମିରଙ୍କ ଜନ୍ମଦିନ ୧୪ ମାର୍ଚ୍ଚରେ ଥିବାବେଳେ ଶ୍ୱେତାଙ୍କ ଜନ୍ମଦିନ ୧୭ ମାର୍ଚ୍ଚରେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ: କ୍ଷମା ମାଗିଲେ ୟୁଟ୍ୟୁବର୍‌ ରଣବୀର

ମୁମ୍ବାଇ,୧୧ା୨: ରିୟାଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ରେ ମା’ବାପାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେବା ଲୋକପ୍ରିୟ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦୀଆଙ୍କ ପାଇଁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ର...

ସ୍ବର୍ଣ୍ଣମନ୍ଦିରରେ ଭିକି, ରଶ୍ମିକା

ଅମୃତସର: ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଫେବୃଆରୀ ୧୪ରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ୨...

ମହାକୁମ୍ଭ ଯିବାକୁ ଡରୁଛନ୍ତି ଭାରତୀ

ମୁମ୍ବାଇ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଚାଲିଥିବାବେଳେ ଅନେକ ବଲିଉଡ୍‌ ସେଲିବ୍ରିଟି ଏଥିରେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି।...

Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ

ଭୁବନେଶ୍ୱର,୮।୨: ଭେଟେରାନ ଓଲିଉଡ୍‌ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ସେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏବେ ରାଜଧାନରର ଏକ ଘରୋଇ ହସ୍ପିଟାଲର...

ଅଭିନେତା ଉତ୍ତମ ମହାନ୍ତି ଗୁରୁତର: ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର,୮।୨: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେ ଆଇସିୟୁ ଚିକିତ୍ସିତ ହେଉଥିବା ନେଇ...

ଅଧରାତିରେ ଏମିତି ପୋଷ୍ଟ କଲେ ଅମିତାଭ ବଚ୍ଚନ: ପ୍ରଶଂସକ ଚିନ୍ତିତ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଯେଉଁ ବୟସରେ ଲୋକମାନେ ଅବସର ନେଇ ଘରେ ଆରାମ କରନ୍ତି, ସେହି ବୟସରେ...

ଗ୍ଲାମର ଦୁନିଆ ଛାଡ଼ି ସାଧ୍ୱୀ ହେଲେ

ପ୍ରୟାଗରାଜ: ଚଳଚ୍ଚିତ୍ର ଏବଂ ଅନେକ ମ୍ୟୁଜିକ୍‌ ଭିଡିଓରେ ଅଭିନୟ କରିଥିବା ଅଭିନେତ୍ରୀ ଇଶିକା ତନେଜାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ସେ ମହାକୁମ୍ଭରେ ସାଧ୍ୱୀ ରୂପେ...

ବଦଳିଗଲା ମୋନାଲିସାଙ୍କ ଭାଗ୍ୟ: ଫୁଲ୍‌ଡ୍ରେସରୁ ଟପ୍ସ ସର୍ଟ ଫ୍ୟାଣ୍ଟ ପିନ୍ଧି ନାଚିଲେ

କୁମ୍ଭମେଳା (୨୦୨୫)ରେ ରାତାରାତି ଭାଇରାଲ ହୋଇଥିଲେ ମୋନାଲିସା। କୁମ୍ଭ ମେଳାରେ ମାଳା ବିକୁଥିବା ମୋନାଲିସା ନିଜର ଆଖି ପାଇଁ ଭାଇରାଲ ହୋଇଥିଲେ। ପରେ ତାଙ୍କ ଭାଗ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image