Categories: Video

କାହାଣୀ ଜଉଗଡ଼ର | Jaugada | Ganjam

ବହୁ ପୁରାତନ ଐତିହ୍ୟ କୀର୍ତ୍ତିରାଜିରେ ଭରପୂର ଆମ ରାଜ୍ୟ ଓଡ଼ିଶା। ଯାହାର କୋଣ ଅନୁକଣରେ ରହିଛି ଐତିହାସିକ କୀର୍ତ୍ତିରାଜି ଓ କାହାଣୀ। ତେବେ ସେମିତି କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତର ଜଉଗଡ଼।