Categories: Video

କାହାଣୀ ଫଟୋ ଫ୍ରେମ୍‌ର

ସରୋଜ ବାବୁ ଜଣେ ସରକାରୀ କର୍ମଚାରୀ । ସରକାରୀ ଚାକିରିଆଙ୍କ କଥା ତ ଆପଣମାନେ ଭଲଭାବେ ଜାଣିଥିବେ । ରବିବାର କୁ ଛାଡି ଦେଲେ ବାକି ସମୟ ଅଫିସ ଆଉ ଚା ଖଟିରେ କଟେ । ସ୍ତ୍ରୀ ଆଉ ପିଲାଙ୍କ ପାଇଁ ତାଙ୍କ ପାଖରେ ସମୟ ନାହିଁ। ପୁଅ ବିଦେଶରେ ରହୁଛି ତା ପିଲା ମାନଙ୍କ ସହିତ । ଝିଅ ବାହା ସାହା ହୋଇ ତା ପରିବାର ସହ ରହୁଛି । ଘରେ କହିଲେ ଏକା ସାବିତ୍ରୀ ମାଉସୀ । କାହା ପାଖରେ ସମୟ ନାହିଁ ତାଙ୍କ ସହିତ କଥା ହେବାକୁ ।