ଶାହାରୁଖ୍‌ଙ୍କୁ ଦେଖିବା ପାଇଁ ତାଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନିଜର ପ୍ରତିଭା ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପ୍ରତ୍ୟେକ ଫିଲ୍ମରେ ତାଙ୍କ କାମକୁ ପ୍ରଶଂସା କରାଯାଏ। ତେବେ ରାଜକୁମାର ଯଦି ଜଣେ ଅଭିନେତା ହୋଇପାରିଛନ୍ତି ତାହା କେବଳ ଶାହାରୁଖ୍‌ ଖାନ୍‌ଙ୍କ ପାଇଁ। ନିଜେ ରାଜକୁମାର ଏହା କହିଛନ୍ତି।
ସେ କହିଛନ୍ତି, ମୁଁ ଶାହାରୁଖ୍‌ଙ୍କୁ ବହୁତ ଭଲ ପାଏ। ତାଙ୍କ ପାଇଁ ଆଜି ମୁଁ ଅଭିନେତା ହୋଇପାରିଛି। ପ୍ରଥମ ଥର ପାଇଁ ମୁଁ ଯେତେବେଳେ ମୁମ୍ବାଇ ଆସିଥିଲେ ଶାହାରୁଖ୍‌ଙ୍କୁ ଦେଖିବା ପାଇଁ ତାଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଛିଡା ହେଉଥିଲି। କିନ୍ତୁ ତାଙ୍କୁ ଦେଖିବାର ସୁଯୋଗ ପାଇପାରି ନ ଥିଲି। ମାତ୍ର ମୁଁ ଅଭିନେତା ହେବା ପରେ ଶାହାରୁଖ୍‌ଙ୍କୁ ଦେଖିବାର ସ୍ପପ୍ନ ମୋର ପୂରଣ ହୋଇଛି ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ ସେ କୁହନ୍ତି, ଶାହାରୁଖ୍‌ ଜଣେ ମହାନ ବ୍ୟକ୍ତି। ତାଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିଥାଏ। ସେ କେବଳ ଜଣେ ଅଭିନେତା ଭାବେ ମୋତେ ପ୍ରଭାବିତ କରି ନାହାନ୍ତି ବରଂ ଭଲ ମଣିଷ ହେବାକୁ ପ୍ରେରଣା ଦେଇଥିଲେ ବୋଲି ରାଜକୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପରଷ୍ଟାରଙ୍କୁ ଆଡେଇ ଦେଇ ବଲିଉଡରେ ଆଧିପତ୍ୟ ବିସ୍ତାର କରିବ AI ! ରିଲିଜ ହେଲା ପ୍ରଥମ AI ଫିଲ୍ମର ଟ୍ରେଲର

ମୁମ୍ବାଇ: ବଲିଉଡର ବଡ଼ ବଡ଼ ଷ୍ଟାରମାନଙ୍କ ଫିଲ୍ମ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରନ୍ତି। ନିର୍ମାତାମାନେ ମଧ୍ୟ ସେମାନଙ୍କର ଫିଲ୍ମ କେବଳ ଲୋକପ୍ରିୟ ଏବଂ...

Sunita Ahuja: କୋଟି କୋଟି ଟଙ୍କାର ମାଲିକାଣୀ ସୁନୀତା, ଗୋବିନ୍ଦାଙ୍କ ପରି ଏଠାରୁ କରନ୍ତି ମୋଟା ଅଙ୍କର ରୋଜଗାର

ମୁମ୍ବାଇ: ବଲିଉଡର ହିରୋ ନମ୍ବର ୱାନ ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ଗତ କିଛି ଦିନ ଧରି ସେମାନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚାରେ...

ବିଦେଶ ମାଟିରେ ହନି ସିଂଙ୍କ ଗୀତରେ ନାଚି ଟ୍ରୋଲ ହେଲେ ଭାଇରାଲ ଗର୍ଲ ମୋନାଲିସା!

କାଠମାଣ୍ଡୁ,୨୮।୨: ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ସୁନ୍ଦର ଆଖି ଥିବା ମୋନାଲିସାଙ୍କ ସମୟ ଏବେ ବଦଳି ଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ମୋନାଲିସାଙ୍କ...

Odia Actor Uttam Mohanty: ଉତ୍ତମଙ୍କୁ ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨୮ା୨: ଓଲିଉଡ୍‌ର ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଶୁକ୍ରବାର ଅପରାହ୍ନରେ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଉତ୍ତମଙ୍କ...

ଶେଷରେ ଜାଭେଦ ଅଖତରଙ୍କୁ କ୍ଷମା ମାଗିଲେ କଙ୍ଗନା; କୋର୍ଟ ବାହାରେ ହେଲା ସମାଧାନ:ଫଟୋ ପୋଷ୍ଟ କରି କହିଲେ ଏମିତି…

ବହୁ ବର୍ଷ ଧରି କୋର୍ଟରେ ଚାଲିଥିବା ମାମଲାରେ ଜାଭେଦ ଅଖତରଙ୍କୁ ଏକ ବଡ଼ ବିଜୟ ମିଳିଛି। ଜାଭେଦଙ୍କୁ ହୋଇଥିବା ଅସୁବିଧା ପାଇଁ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ...

କିଆରା-ସିଦ୍ଧାର୍ଥଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବଲିଉଡର ଅନ୍ୟତମ ସୁନ୍ଦର ଯୋଡ଼ି। ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଏବେ କିଆରା ଏବଂ...

ଏମିତି ଆରମ୍ଭ ହୋଇଥିଲା ଉତ୍ତମ -ଅପରାଜିତାଙ୍କ ଲଭଷ୍ଟୋରୀ, କେବେବି କହି ନ ଥିଲେ I love you…

ଭୁବନେଶ୍ୱର,୨୮।୨: ଆମ ଗହଣରେ ନାହାଁନ୍ତି ଓଡି଼ଆ ଅଭିନେତା ଉତ୍ତମ ମହାନ୍ତି। ନବେ ଦଶକର ଏହି ଅଭିନେତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image